ଓଡିଶା

ୱେଲକମ୍ କଲିକତା ତୋରଣ ସହ ଭକ୍ତଙ୍କୁ ସ୍ବାଗତ କରିବ ପୁରୁଣା ଷ୍ଟେସନ ବଜାରରେ ସାର୍ବଜନୀନ ଦୁର୍ଗା ପୂଜା କମିଟି…

ଭୁବନେଶ୍ବର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ବରସ୍ଥିତ ପୁରୁଣା ଷ୍ଟେସନ ବଜାରରେ ସାର୍ବଜନୀନ ଦୁର୍ଗା ପୂଜା ଖୁବ୍ ଧୁମଧାମର ସହିତ ପାଳିନ ହେବ । ୧୯୫୫ ମସିହାରୁ ଆରମ୍ଭ ହୋଇଥିବା ପୂଜା ଚଳିତ ଥର ୱେଲକମ୍ କଲିକତା ତୋରଣ ପ୍ରସ୍ତୁତ କରିବାକୁ ଯାଉଛି । ଯାହାର ଦୈର୍ଘ୍ୟ ୧୫୪ ଫୁଟ୍ ଏବଂ ଉଚ୍ଚତା ୪୦ ଫୁଟ୍ ରହିବ । ଏଥରର ବିଶେଷ ଆକର୍ଷଣ ସମୁଦ୍ର ମଧ୍ୟରେ ବୁଡି ଯାଇଥିବା ଦ୍ବାରକା ନଗରୀ ଆଦୃତ କରାଯାଇଛି […]

ଓଡିଶା କଳା ସଂସ୍କୃତି

ମା ମରିଚେଇ । ଶ୍ରୀକ୍ଷେତ୍ରର ଅଷ୍ଟଚଣ୍ଡୀମାନଙ୍କ ଭିତରୁ ଅନ୍ୟତମ ମା ମରିଚେଇଙ୍କ ମନ୍ଦିର ।

ଶ୍ରୀମନ୍ଦିର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଯିବା ରାସ୍ତାରେ ଆମର ଡାହାଣ ପଟରେ ମରିଚିକୋଟ ର ମରିଚି ଠାକୁରାଣୀ ଙ୍କ ମନ୍ଦିର ଦୃଷ୍ଟିଗୋଚର ହୋଇଥାଏ। ରାସ୍ତା ରୁ ମା ଙ୍କ ଦର୍ଶନ ହୋଇ ପାରୁଥିଲେ ହେଁ ଭିତରକୁ ଯାଇ ମା ଙ୍କୁ ପାଖରୁ ଦର୍ଶନ କରିବାରେ ଅପୂର୍ବ ଆନନ୍ଦ ମିଳିଥାଏ। ମା ଙ୍କ ମନ୍ଦିର ର ପାର୍ଶ୍ୱ ଦେବାଦେବୀ ଭାବରେ ବରାହୀ,ଗଣେଶ ଏବଂନରସିଂହୀ ବିଦ୍ୟମାନ ।ମା ଙ୍କ ମନ୍ଦିର ପରିସର ରେ ନବ ଦୁର୍ଗା, ଦଶ ମହାବିଦ୍ୟା, […]

ଓଡିଶା କଳା ସଂସ୍କୃତି

ଆଜି ନବରାତ୍ରି ପୂଜାର ଅନ୍ତିମ ଦିନ । ଦେବୀ ଦୁର୍ଗା ଆଜି ସିଦ୍ଧିଦାତ୍ରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଆଜି ନବରାତ୍ରି ପୂଜାର ଅନ୍ତିମ ଦିନ । ସିଦ୍ଧିଦାତ୍ରୀ ରୂପରେ ଭକ୍ତମାନେ ଆଜି ମାଆ ଦୁର୍ଗାଙ୍କୁ ଭକ୍ତି ଅର୍ପଣ କରିବେ । ସାରା ଦେଶରେ ଥିବା ଶକ୍ତିପୀଠଗୁଡିକରେ ମା ଦୁର୍ଗାଙ୍କ ନବ ରାତ୍ର ପୂଜା କରାଯାଇଛି । ଆଜି ହେଉଛି ପୂଜାର ଅନ୍ତିମ ଦିନ । ୯ବମୀ ତିଥିରେ ଦେବୀ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ଯେହେତୁ ନବରାତ୍ରୀରେ ଦେବୀଙ୍କର ନଅ ଦିନର ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ୯ ଦିନର ଅନ୍ତିମ ଦିନ ହେଉଛି […]

ଓଡିଶା

ମା’ଙ୍କ ପୂଜାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ପୋଲିସର ଯାଞ୍ଚ କଡାକଡି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡା ଏକ ବାଣିଜ୍ୟିକ କେନ୍ଦ୍ର । ଏଠାରେ ମା ଦୁର୍ଗାଙ୍କ ପୂଜା ଖୁବ୍ ଯାକଜକମରେ ପାଳିତ ହୁଏ । ଏହି ଅବସରରେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କୋଦଳା ଓ ବେଗୁନିଆପଡା ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି । ସହରରେ ଚାଲୁଥିବା ବିଭିନ୍ନ ଗାଡିର କାଗଜ ପତ୍ର, ମଦ୍ୟପ ଚାଳକଙ୍କୁ ଯାଞ୍ଚ କରିବା ସହ ଟ୍ରାଫିକ ସମସ୍ୟାକୁ […]

ଓଡିଶା କଳା ସଂସ୍କୃତି

ନବରାତ୍ରିର ଆଜି ହେଉଛି ଷଷ୍ଠ ଦିନ । ଏହିଦିନ ଦେବୀଦୁର୍ଗା ମାଆ କାତ୍ୟାୟନୀ ରୂପରେ ପୂଜା ପାଆନ୍ତି।

ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗାପୂଜା। ମାଆଙ୍କ ଆଗମନରେ ପୁଲକିତ ହୋଇ ଉଠିଛି ଧରାପୃଷ୍ଠ। ସବୁଠି ଚାଲିଛି ମାଆଙ୍କ ନବରାତ୍ର ପୂଜା। ସିଂହବାହିନୀ ଭାବରେ ସେ ଉଭୟ ସ୍ନେହୀ ଓ ଭୟଙ୍କରୀ ଅଟନ୍ତି । ସିଂହ ଉପରେ ବସି ସେ ଚତୁର୍ଭୁଜା, ଅଷ୍ଟଭୁଜା ବା ଏପରିକି ସହସ୍ରଭୁଜା ମଧ୍ୟ ହୋଇପାରନ୍ତି, କିନ୍ତୁ ସବୁବେଳେ ତାଙ୍କର ଗୋଟିଏ ହାତ ବରଦା ବା ଶାନ୍ତ ମୁଦ୍ରାରେ ଶୋଭିତ । ମା’ ରୂପରେ ସେ ଭକ୍ତ ଓ ଶରଣାଗତମାନଙ୍କ ପାଇଁ ସେ ଅଭୟ, […]

ଓଡିଶା କଳା ସଂସ୍କୃତି

ଆଜି ହେଉଛି ନବରାତ୍ରର ଚତୁର୍ଥ ଦିନ । ଏହିଦିନ ଦେବୀଙ୍କ ସ୍ବରୂପ ହେଉଛି କୁଷ୍ମାଣ୍ଡା

ନବରାତ୍ରି ପୂଜା ୪ର୍ଥ ଦିନର କୁଷ୍ମାଣ୍ଡାଙ୍କ ପୂଜା ।ସାରା ଦେଶରେ ଥିବା ଶକ୍ତିପୀଠଗୁଡିକରେ ମା ଦୁର୍ଗାଙ୍କ ନବ ରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଏହି ପୂଜା ଦଶହରା ପର୍ୟ୍ୟନ୍ତ ପାଳନ କରାଯିବ ।ଆଜି ହେଉଛି ପୂଜାର ଚତୁର୍ଥ ଦିନ । ଏହି ନବରାତ୍ରୀରେ ଦେବୀଙ୍କର ନଅ ଦିନର ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ମାଙ୍କର ୯ପ୍ରକାର ପୂଜାର ବ୍ରତ ରଖିଲେ, ମନଷ୍କାମନା ପୁରଣ ହୁଏ ବୋଲି ବଶ୍ୱାସ ରହିଛି । ଜୀବନରେ ସୁଖ […]

ଓଡିଶା କଳା ସଂସ୍କୃତି

ଶରତ କାଳୀନ ଦୁର୍ଗାପୂଜା ନବରାତ୍ରୀ ବ୍ରତର ଆଜି ତୃତୀୟ ଦିବସ । ଏହିଦିନ ଦୁର୍ଗାଙ୍କର ଚନ୍ଦ୍ରଘଂଟାଙ୍କ ସ୍ୱରୂପର ପୂଜା କରାଯାଏ ।

ଚାଲିଛି ମାଆଙ୍କ ନବରାତ୍ର ପୂଜା । ଆଜି ହେଉଛି ଏହି ପୂଜା ର ତୃତୀୟ ଦିନ। ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଦୁର୍ଗା ନବରାତ୍ରୀ କାଳରେ ବିଭିନ୍ନ ବେଶ ଧାରଣ କରନ୍ତି।ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ ।ନବରାତ୍ରର ଏହି ନଅଦିନ ମଧ୍ୟରେ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପକୁ […]

ଓଡିଶା କଳା ସଂସ୍କୃତି

ଶରତକାଳୀନ ଦୁର୍ଗାପୂଜା ନବରାତ୍ରୀ ବ୍ରତର ଆଜି ଦ୍ଵିତୀୟ ଦିବସ । ଏହିଦିନ ଦୁର୍ଗାଙ୍କର ବ୍ରହ୍ମଚାରିଣୀ ସ୍ୱରୂପର ପୂଜା କରାଯାଏ।

ନବରାତ୍ର ଦ୍ଵିତୀୟ ଦିନ ମା ଦୁର୍ଗାଙ୍କର ବ୍ରହ୍ମଚାରିଣୀ ସ୍ୱରୂପର ପୂଜା କରାଯାଇଥାଏ। ମାଆ ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚାରୀଣୀ ଭାବେ ଘୋର ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା କାରଣରୁ ତାଙ୍କ ନାମ ବ୍ରହ୍ମଚାରିଣୀ ହୋଇଥିଲା।ଏହା ପାର୍ବତୀଙ୍କର ଶିବଙ୍କୁ ପ୍ରାପ୍ତି ନିମନ୍ତେ ତପସ୍ୟା/ସାଧନାରତ ଅବସ୍ଥା । ବ୍ରହ୍ମଚର୍ଯ୍ୟର ସ୍ତର । ନାରୀର କୈଶୋର କାଳ । ଯେଉଁ ସମୟରେ ସେ ଶିକ୍ଷା ପ୍ରାପ୍ତି କରେ,ବିଦ୍ୟାର୍ଜନ […]