ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ
ଘସିପୁରା, ୬/୧ (ସ୍ମୃତି ରଞ୍ଜନ ବିହାରୀ) : ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ପୁରୁଣା ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛନ୍ତି ଡ୍ରାଇଭର ମହାସଂଘ । ଏହି ଆନ୍ଦୋଳନ କାରଣରୁ ବିଭିନ୍ନ ଅଞ୍ଚଳରେ ପ୍ରଭାବ ପଡିନଥିବା ବେଳେ ଆନନ୍ଦପୁର ବ୍ଲକର ହଜାର ହଜାର ଡ୍ରାଇଭର ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆନ୍ଦୋଳନାତ୍ମକ ସଭାରେ ଏକତ୍ରିତ ହୋଇ ଶାନ୍ତି ଶୃଙ୍ଖଳାରେ ଷ୍ଟିଅରିଂ […]