ବନ୍ଧୁଗାଁ ବ୍ଲକର ସାନ ସରୁପାଲ୍ଲୀରେ ଓଡ଼ିଶା ଡ୍ରାଇଭର ମହାସଂଘ ଦିବସ ପାଳିତ…
କୋରାପୁଟ : କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ବନ୍ଧୁଗାଁ ବ୍ଲକର ସାନ ସରୁପାଲ୍ଲୀରେ ଓଡିଶା ଡ୍ରାଇଭର ମହାସଂଘର ଆହ୍ବନକ୍ରମେ ଓଡ଼ିଶା ଡ୍ରାଇଭର ମହାସଂଘ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମିଦୁଲି ଏବଂ ତାଙ୍କ କମିଟି ନିଷ୍ପତ୍ତିକ୍ରମେ ବନ୍ଧୁଗାଁ ଶାଖାଦ୍ଵାରା ପ୍ରଥମ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ଧୁଗାଁ ଶାଖା ଡ଼୍ରାଇଭର ମହାସଂଘ ତରଫରୁ ସାନ ସରୁପାଲ୍ଲୀରୁ ବନ୍ଧୁଗାଁ ଥାନା ପର୍ଯ୍ୟନ୍ତ ଏକ ସଭାଯାତ୍ରାରେ ବାହାରି […]