ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୩ର ମୁକୁଟ ପିନ୍ଧିଲେ ଡ଼ଃ ସାଇପ୍ରସନ୍ନା ବେହେରା…
ଭୁବନେଶ୍ୱର, ୪/୧ (ଅଭିଜିତ୍ ସିଂ) : ଅନୁଗ୍ରହ, ବୁଦ୍ଧି ଏବଂ ପ୍ରତିଭାର ଏକ ଚମତ୍କାର ପ୍ରଦର୍ଶନରେ ଡ଼ଃ ସାଇପ୍ରସନ୍ନା ବେହେରା ମିସେସ୍ ଗ୍ରାଣ୍ଡ ଇଂଟରନ୍ୟାସନାଲ ୨୦୨୩ ର ବିଜେତା ଭାବରେ ମୁକୁଟ ପିନ୍ଧିଛନ୍ତି । ମିଆଁମାରରେ ଆୟୋଜିତ ହୋଇଥିବା ଏକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ଡ଼ଃ ସାଇପ୍ରସନ୍ନା ୨୫ ରୁ ଅଧିକ ଦେଶରୁ ପ୍ରତିଯୋଗୀମାନଙ୍କୁ ଅତିକ୍ରମ କରି ଭାରତ ପାଇଁ ଟାଇଟଲ୍ ସୁରକ୍ଷିତ କରିଛନ୍ତି । ପ୍ରଥମ ଥର ପାଇଁ ଭାରତ ଏହି ପ୍ରତିଯୋଗୀତାରେ ମିସେସ୍ ଗ୍ରାଣ୍ଡ […]