ମହିଳାଙ୍କ ପାଇଁ ଉତ୍ସାହିତ ମଡେଲ ଡ଼ଃ ସାଇପ୍ରସନ୍ନା ବେହେରା
ଭୁବନେଶ୍ୱର : ଅଗଣିତ ମହିଳାଙ୍କ ପାଇଁ ଏକ ପ୍ରେରଣାଦାୟକ ମଡେଲ ହେବା ସହ ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଏବଂ ଗୌରବ ସାଜିଛନ୍ତି ୪୧ ବର୍ଷୀୟ ଡ଼ଃ ସାଇପ୍ରସନ୍ନା ବେହେରା । ସେ ଏକାଧାରରେ ଜଣେ ସଫଳ କ୍ଲିନିକାଲ ରିସର୍ଚ୍ଚ ପ୍ରଫେସନାଲ, ପତ୍ନୀ, ଏବଂ ମା’ ହେବା ସହିତ ଅନେକ ବ୍ୟକ୍ତିଙ୍କ ପାଇଁ ଉତ୍ସାହର ଏକ ମାଧ୍ୟମ ପାଲଟିଛନ୍ତି । ଜୁଲାଇ ୧୩ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ଆଇ.ଏନ୍.ସି ୨୦୨୩ ସିଜନ ୪ ରେ […]