ଓଡିଶା

ଅନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ୍ ଦିବସରେ ସିଆରଓ ଫାର୍ମା ଟ୍ରେଣ୍ଡଜ୍ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ପଦଯାତ୍ରା ଆୟୋଜିତ

ଅନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ୍ ଦିବସ ଅବସରରେ ସିଆରଓ ଫାର୍ମା ଟ୍ରେଣ୍ଡଜ୍ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଏକ ସଚେତନତାମୂଳକ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଏମ୍ସ ଭୁବନେଶ୍ୱରର ଅଧୀକ୍ଷକ ଡକ୍ଟର ଦିଲ୍ଲୀପ କୁମାର ପରିଡା ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡକ୍ଟର ସରୋଜ କୁମାର ଦାସ ମଜୁମଦାର, ଡକ୍ଟର ଦୀପକ କୁମାର ଦାସ, ଡକ୍ଟର ଦେବଦର୍ସି ରଥ, ଡକ୍ଟର ସୁରଜ ପ୍ରକାଶ […]