ମନୋରଞ୍ଜନ ଯ଼ୋଗାଯ଼ୋଗ

ସାଉଥ କୋରିଆସ୍ଥିତ ସାଂସ୍କୃତିକ ଉତ୍ସବରେ ଡ଼. ରୋଜାଲିନ

ଭୁବନେଶ୍ୱର, (ଏଫ୍ଟୁଏସ୍) : ସାଉଥ କୋରିଆସ୍ଥିତ ପ୍ରସିଦ୍ଧ ‘ନାମି’ ଆଇଲ୍ୟାଣ୍ଡରେ ସାରଙ୍ଗ ଫେଷ୍ଟିଭାଲରେ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଛନ୍ତି । ପ୍ରତିବର୍ଷ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ନାମି ଆଇଲ୍ୟାଣ୍ଡରେ କଳା ଓ ସଂସ୍କୃତିକୁ ନେଇ ଏଭକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏଥିରେ ବିଭିନ୍ନ ଦେଶରୁ ପ୍ରତିନିଧିମାନେ ଯୋଗ ଦେଇଥାନ୍ତି । ଭାରତ ଓ କୋରିଆ ବନ୍ଧୁତ୍ୱପୂର୍ଣ୍ଣ ଫୋରମ ଆନୁକୂଲ୍ୟରେ ଚଳିତବର୍ଷ ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର […]

ଓଡିଶା ମନୋରଞ୍ଜନ

ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ମିଳିଲା ସାମାପା ସମ୍ମାନ…

ନୂଆଦିଲ୍ଲୀରେ ପ୍ରସିଦ୍ଧ ସନ୍ତୁର ବାଦକ ସ୍ବର୍ଗତ ପଦ୍ମଶ୍ରୀ ଭଜନ ସୋପାରୀଙ୍କ ନାମରେ ସପୋରୀ ଏକାଡେମୀ ଅଫ୍ ମ୍ୟୁଜିକ ଆଣ୍ଡ ପରଫରମିଙ୍ଗ ଆର୍ଟ୍ସ ଆନୁକୂଲ୍ୟରେ ଚଳିତ ବର୍ଷର ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନୂଆଦିଲ୍ଲୀସ୍ଥିତ କମାନୀ ଅଡ଼ିଟୋରିୟମରେ ଅନୁଷ୍ଠିତ ଏହି ଉତ୍ସବରେ “ପରିଚୟ ଫାଉଣ୍ଡେସନ”ର ପ୍ରତିଷ୍ଠାତା ସଭାପତି ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ମଧ୍ୟ ସାମାପା (SaMaPa) ସମ୍ମାନରେ ସମ୍ମାନିତ କରାଯାଇଛି l କଳା ଓ ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ […]