ଓଡିଶା

ଡ଼ ବିରେନ୍ ସାହୁଙ୍କଦ୍ୱାରା ସମ୍ବର୍ଦ୍ଧିତ ହେଲେ ଦୁଇ ଶିକ୍ଷକ…

କନ୍ଧମାଳ, ୧୧/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ନବଦୟ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ଯେଏନଭି ଆଲୁମିନି ଆସୋସିଏସନ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉଦ୍ଧ୍ୱର୍ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦାନ କରିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ସମାଜ ପାଇଁ ବିଭିନ୍ନ କ୍ଷେତ୍ରରେ ସମାଜ ମଙ୍ଗଳ କାର୍ଯ୍ୟ କରି ପ୍ରଶଂସିତ ହୋଇଥିବା ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଔଘଠଚଇଇ ତରଫରୁ ମଧ୍ୟ ସମ୍ମାନିତ କରାଯାଇଥିଲା […]