ଓଡିଶା

ସୁସ୍ଥ ଜୀବନଶୈଳୀ ନିରାପଦ ଜୀବନର ମୂଳମନ୍ତ୍ର…

ଭୁବନେଶ୍ବର : ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନ୍ ଷ୍ଟ୍ରୋକ୍ ଦିବସ ପାଳିତ ହୋଇଯାଇଛି । ବ୍ରେନ୍ ଷ୍ଟ୍ରୋକର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ହସ୍ପିଟାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆମ୍ରି ହସ୍ପିଟାଲର ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ପାଢ଼ୀ, ଡାକ୍ତର ପିଆର ଭୂୟା, ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ଆକାଶ ଅଗ୍ରୱାଲ ଏବଂ ହସ୍ପିଟାଲର ଅନ୍ୟ ଡାକ୍ତରମାନେ ଏଥିରେ […]