ଓଡିଶା

ପିତୃମାତୃହୀନ ଶିଶୁମାନଙ୍କ ସହ ଦୀପାବଳି ଉତ୍ସବ ପାଳିଲେ ଗଜପତି ଜିଲ୍ଲାପାଳ…

ଗଜପତି : ଶିଶୁଯତ୍ନ ଅନୁଷ୍ଠାନର ପିତୃମାତୃହୀନ ଶିଶୁମାନଙ୍କ ସହ ଦୀପାବଳି ଉତ୍ସବ ପାଳିଲେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ । ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ଉତ୍କଳ ବାଳାଶ୍ରମ ଏବଂ ପ୍ରାଉଡ଼ ବାଳିକା ଶିଶୁଯତ୍ନ ଅନୁଷ୍ଠାନର ୬୭ ଜଣ ମାତୃପିତୃହୀନ ଶିଶୁଙ୍କ ସହ ଅନୁଷ୍ଠାନ ପ୍ରାଙ୍ଗଣରେ ଦୀପ ଜାଳି ଦୀପାବଳି ପର୍ବ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶିଶୁମାନଙ୍କୁ ସବୁଜ ବାଣ ଏବଂ ମିଠା ବଣ୍ଟନ କରିଥିଲେ । ପିଲାମାନଙ୍କ ସହିତ […]

ଓଡିଶା

ଦହନଶୀଳ ପଦାର୍ଥ ନେଇ କରିପାରିବେନି ରେଳ ଯାତ୍ରା, ଲାଗିଲା କଟକଣା…

ଜଟଣୀ : ଦିପାବଳୀରେ ଆତସବାଜି, ଫୋଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଦହନଶୀଳ ପଦାର୍ଥ ପରିବହନ ଉପରେ କଡା ସଜାଗ ରହିବାକୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଉଛି । ସରକାରୀ ରେଳ ପୋଲିସ (GRP), ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀଙ୍କ ସହ ସମନ୍ୱୟ ରକ୍ଷା କରି ରେଳବାଇ ଅଧିକାରୀଙ୍କଦ୍ଵାରା ପାର୍ସଲ୍ ଭ୍ୟାନ୍ ମାନଙ୍କରେ କିମ୍ବା ଲଗେଜ୍ ଲୋଡିଂ ସମୟରେ ବିସ୍ଫୋରକ ସାମଗ୍ରୀର […]

ଓଡିଶା କଳା ସଂସ୍କୃତି

କାଳୀ କରାଳ ବଦନା। ପବିତ୍ର ଦୀପାବଳିରେ ଶାକ୍ତ ଉପାସନାରେ କାଳୀ ।

କାଳୀ କରାଳ ବଦନା। ନବଚନ୍ଦ୍ର ଚୁଡା ।ଆଲୋକର ପର୍ବ ଦୀପାବଳି ଭାରତର ସର୍ବତ୍ର ଲକ୍ଷ୍ମୀଙ୍କ ଉପାସନା ହେଉଥିବା ବେଳେ ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ମହମାୟୀ କାଳୀଙ୍କୁ ଆରାଧନା କରାଯାଇଥାଏ। ପବିତ୍ର ଦୀପାବଳିକୁ ଆମ ଦେଶରେ ଖୁବ୍ ଧୁମଧାମରେ ପାଳନ କରାଯାଏ। ଏହିଦିନ ସମସ୍ତ ଗୃହ ଓ ମନ୍ଦିରକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯାଇ ପିତୃପୁରୁଷ ଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇ ଥାଏ। ଏହାସହ ମାଆ ଶ୍ୟାମାକାଳୀଙ୍କ ସ୍ୱତନ୍ତ୍ର ଆରାଧନା କରାଯାଏ। ବଡ଼ ଅଦ୍ଭୂତ ମାଆ […]