ମମତା ଡିପିଏ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ମଧ୍ୟରେ ମଧୁଚନ୍ଦ୍ରକା ଅଭିଯୋଗ…
କନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲାରେ ସମୁଦାୟ ୧୬ ଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ରହିଥିବା ବେଳେ ଗୋଟିଏ ଛତୁଆ ପ୍ରସ୍ତୁତି କେନ୍ଦ୍ରରୁ ଜିଲ୍ଲା କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଦୁର୍ନୀତି କରି ଚାଲିଥିବା ଏବଂ ମମତା (ଡିପିଏ) ସୂର୍ଯ୍ୟନାରାୟଣ ସାହୁଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଘଣ୍ଟ ଘୋଡ଼େଇବା ଘଟଣା ଏବେ ଉଭୟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସନ୍ଦେହ କରାଯାଉଛି l କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ଛତୁଆ ପ୍ରସ୍ତୁତି କେନ୍ଦ୍ରରୁ ପିଏ ଶ୍ରୀ ସାହୁ କୁଆଡେ […]