ସମଗ୍ର ଓଡିଶା ରେଳପଥ ସହ ସଂଯୋଗ ହେବାର ସ୍ୱପ୍ନ ପୁରଣ ହେବ : ଦିଲ୍ଲୀପ ମଲ୍ଲିକ
ଦେଶ ସ୍ୱାଧୀନତା ପରଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ରେଳବାଇ କ୍ଷେତ୍ରରେ ଓଡିଶା ରାଜ୍ୟ ସର୍ବଦା ଅବହେଳିତ ହୋଇ ଆସୁଥିଲା । ପ୍ରାକୃତିକ ସଂପଦ ଓ ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଭରପୁର ଓଡିଶା ରାଜ୍ୟର ବିକାଶ ପାଇଁ ରେଳବାଇ କ୍ଷେତ୍ରର ବିକାଶ ଅନିବାର୍ଯ୍ୟ ଏବଂ ଏହାକୁ ସଠିକ୍ ଆକଳନ କରି କେନ୍ଦ୍ରରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ପ୍ରତିବର୍ଷ ବଜେଟରେ ବ୍ୟାପକ ମାତ୍ରାର ଆର୍ଥିକ ବ୍ୟୟବରାଦ କରିଆସୁଛନ୍ତି । ଚଳିତ ବର୍ଷ […]