ଓଡିଶା ଯ଼ୋଗାଯ଼ୋଗ

ତନିସ୍କ ପକ୍ଷରୁ ରଥଯାତ୍ରା ଅବସରରେ ସ୍ବତନ୍ତ୍ର ଅଳଙ୍କାର ସମ୍ଭାର “ଦିବ୍ୟାନି” ଆଗତ

ଭୁବନେଶ୍ବର : ତନିସ୍କ ପକ୍ଷରୁ ପବିତ୍ର ରଥଯାତ୍ରା ଅବସରରେ ସ୍ବତନ୍ତ୍ର ଅଳଙ୍କାର ସମ୍ଭାର “ଦିବ୍ୟାନି” ଉପସ୍ଥାପନ ହୋଇଛି । ତନିସ୍କର ରିଟେଲ୍ ମୁଖ୍ୟ ବିଜେଶ ରାଜନ, ଟାଇଟନ୍ କମ୍ପାନୀର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ-ପୂର୍ବ ସୋମପ୍ରଭ ସିଂହ ଓ ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ-ପୂର୍ବ ଆଲୋକ ରଞ୍ଜନ ଏହି ସମ୍ଭାରକୁ ଉନ୍ମୋଚନ କରିଛନ୍ତି । ଏହାସହ ତନିସ୍କ ପକ୍ଷରୁ ପ୍ରତି କିଣାକିଣି ଉପରେ ମାଗଣା ସୁନା କଏନ୍ କିମ୍ବା ହୀରା ମୂଲ୍ୟ ଓ ସୁନା ଗହଣାର ଗଢାମୂଲ୍ୟ ଉପରେ […]