ଓଡିଶା କଳା ସଂସ୍କୃତି

ଢେଙ୍କାନାଳରେ ଧୁମଧାମରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଧୁମଧାମରେ ପାଳିତ ହୋଇଛି ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା । ଚଳିତବର୍ଷ ୧୩ଟି ପୂଜା ଅନୁଷ୍ଠାନରେ ମା ଲକ୍ଷ୍ମୀଙ୍କ ଆବାହନ କରାଯାଉଥିବା ବେଳେ ଦଶଟି ମେଢ଼ ଭଷାଣିରେ ଯୋଗଦେବେ ବୋଲି ଜଣାପଡିଛି । ମା ଲକ୍ଷ୍ମୀଙ୍କ ପୂଜା ଅବସରରେ ଢେଙ୍କାନାଳର ଲୋକପ୍ରିୟ ସାଂସଦ ମହେଶ ସାହୁ ହିନ୍ଦୋଳ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ଶୁଭକାମନା ପାଇଁ ମାଆଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥର ହିନ୍ଦୋଳ ଏନଏସିର ୱାର୍ଡନଂ […]

ଓଡିଶା କଳା ସଂସ୍କୃତି

ଭକ୍ତଙ୍କ ଉପରେ ରହିଛି ମା’ ରତ୍ନେଶ୍ୱରୀଙ୍କ ଅପାର କୃପା…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଏକ ଗଡ଼ଜାତ ଅଞ୍ଚଳ ହୋଇଥିବା ବେଳେ କାହିଁ କେଉଁ ଆବାହମାନ କାଳରୁ ହିନ୍ଦୋଳ ବସଷ୍ଟାଣ୍ଡଠାରୁ ମାତ୍ର ୨ କିଲୋମିଟର ଦୂର ସବୁଜ ବନାନୀ ମଧ୍ୟରେ ପୂଜା ପାଉଛନ୍ତି ହିନ୍ଦୋଳର ଅଧିଷ୍ଠାତ୍ରୀ ଦେବୀ ମା’ ରତ୍ନେଶ୍ୱରୀ । ମା’ଙ୍କର ଅପାର କୃପା ଲାଭ କରିବାକୁ ପ୍ରତ୍ୟେକ ଦିନ ଏଠାକୁ ବିଭିନ୍ନ ଅଞ୍ଚଳରୁ ଭକ୍ତମାନଙ୍କ ସୁଅ ଛୁଟେ । ଯଦି କୌଣସି ଭକ୍ତ ଶ୍ରଦ୍ଧାରେ ମା’ ରତ୍ନେଶ୍ୱରୀଙ୍କୁ ସ୍ମରଣ କରେ ତେବେ […]

ଓଡିଶା

ହିନ୍ଦୋଳ NAC ଦୋହରେଇଲା ଭାରତୀ ସିଂ ଘଟଣା । ବିଜେପି ସମର୍ଥିତ SHG ମହିଳା ହୋଇପାରିବେନି ସ୍ବଚ୍ଛସାଥୀ…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NACରେ ବହୁ ଚର୍ଚ୍ଚିତ ଭାରତୀ ସିଂ ଘଟଣା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବିଜେପି ସମର୍ଥିତ SHG ମହିଳାଙ୍କୁ ରାଜନୈତିକ ଆକ୍ରୋଶ କାରଣରୁ ହିନ୍ଦୋଳ NAC ଅଧ୍ୟକ୍ଷ ସ୍ଵଚ୍ଛସାଥୀ ପଦବୀରୁ ବାହାର କରି ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ହିନ୍ଦୋଳ NAC ର ୪ ନମ୍ବର ୱାର୍ଡର ଜ୍ୟୋତି ବେହେରା ଗତ NAC ନିର୍ବାଚନରେ ବିଜେପି ଦଳ ପକ୍ଷରୁ […]

ଓଡିଶା

୨୩ ବର୍ଷର ସ୍ଥାୟୀ ସରକାରଙ୍କୁ ପ୍ରଶ୍ନ କରୁଛି ମାଟିଘର !

ଢେଙ୍କାନାଳ : ୨୩ ବର୍ଷର ସ୍ଥାୟୀ ସରକାର । ଗରିବ ହିତାଧିକାରୀଙ୍କ ପାଇଁ ପ୍ରଣୟନ ହୋଇଛି ଅନେକ ଯୋଜନା । ହେଲେ ଏଠି କାନ୍ଥ ବି ନିଜ ଦୁଃଖ ବଖାଣୁଛି । ୨୩ ବର୍ଷର ସ୍ଥାୟୀ ସରକାର ତା ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରୁଛି । ଇଂରେଜ ଶାସନ ସମୟରେ ତାର ଯେଉଁ ସ୍ଥିତି ଥିଲା ସ୍ବାଧୀନତାର ଏତେ ବର୍ଷ ପରେ ବି ତାର ସ୍ଥିତି ବଦଳିନି । ସତେ ଯେମିତି ଲାଗୁଛି […]

ଓଡିଶା

ଓସ୍ତପାଳ ଭୋଟରଙ୍କ ସମସ୍ୟା ନିର୍ବାଚନ ପୂର୍ବରୁ ସମାଧାନ ପାଇଁ ଦାବି…

ହିନ୍ଦୋଳ : ଆଗକୁ ହେବାକୁ ଥିବା ସାଧାରଣ ନିର୍ବାଚନ ଆଗରୁ ଭୋଟରଙ୍କ ବୁଥ ନମ୍ବର ଅଦଳବଦଳ । ହିନ୍ଦୋଳ ନିର୍ବାଚନ ମଣ୍ଡଳୀ, ଓଡାପଡା ବ୍ଲକ ଓସ୍ତପାଳ ବୁଥ ନମ୍ବର ୨୬୪ ରୁ ୪୬୫ ଜଣ ଭୋଟରଙ୍କୁ ବେଆଇନ ଭାବେ ଦୀର୍ଘ ୫ କି.ମି ଦୂର ଜରିପାଳ ବୁଥ ନମ୍ବର ୨୫୭କୁ ସ୍ଥାନାନ୍ତର କରାଯାଇଛି । ତେବେ ନିର୍ବାଚନ ପୂର୍ବରୁ ତାଙ୍କ ନାମ ନିଜ ଗାଁ ଓସ୍ତପାଳ ବୁଥକୁ ଫେରାଇ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ତଥା […]

ଓଡିଶା

ଢେଙ୍କାନାଳରେ ସକ୍ରିୟ ହେଉଛି ଆମ୍ ଆଦମୀ ପାର୍ଟି…

ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର ଓ କୃଷିର ବିକାଶ ପାଇଁ ରାଜନୀତି ଆରମ୍ଭ ହୋଇଯାଇଛି l ଏ ନେଇ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ତିନି ଦିନ ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଭୁବନେଶ୍ୱର ଫେରିଛନ୍ତି l ପ୍ରଥମ ଦିନ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲରେ ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଶତାଧିକ ସକ୍ରିୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ଜିଲ୍ଲାର ଅବହେଳିତ ଶିକ୍ଷା, ବିପର୍ଯ୍ୟସ୍ତ […]

ଓଡିଶା

ଅନ୍ୟଜଣେ ବ୍ୟକ୍ତିଙ୍କ ଚାଳଘରକୁ ଦେଖାଇ ପଞ୍ଚାୟତରୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଷଡଯନ୍ତ୍ର…

ହିନ୍ଦୋଳ : ଅନ୍ୟଜଣେ ବ୍ୟକ୍ତିଙ୍କ ଚାଳଘରକୁ ଦେଖାଇ ପଞ୍ଚାୟତରୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଲିଥିଲା ଷଡଯନ୍ତ୍ର । ଘଟଣା ବାବଦରେ ସୁରାକ ପାଇବା ପରେ ଏବେ ଅଭିଯୋଗ କରିଛନ୍ତି ଉକ୍ତ ଚାଳଘରର ମୁଖ୍ୟ ବ୍ୟକ୍ତି । ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଜରଡା ପଞ୍ଚାୟତ ଠେଙ୍ଗା ଗ୍ରାମର । ଏହି ଗ୍ରାମର ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ହେଉଛନ୍ତି ଅଞ୍ଜନା ବେହେରା । ହେଲେ ତାଙ୍କ ନାମ ଯୋଗ୍ୟ ହିତାଧିକାରୀ […]

ଓଡିଶା

ପତ୍ନୀହନ୍ତା ସ୍ବାମୀକୁ କାବୁ କଲା ପୋଲିସ…

ହିନ୍ଦୋଳ : ପତ୍ନୀହନ୍ତା ସ୍ବାମୀକୁ କାବୁ କଲା ପୋଲିସ । ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ବାଘୁଆ ସାହିରେ ଗତ ୪ ତାରିଖ ଶୁକ୍ରବାର ମଧ୍ୟରାତ୍ରରେ ପ୍ରଚୁର ମଦ୍ୟପାନ କରି ଅତ୍ୟନ୍ତ ନିର୍ମମ ଭାବେ ଲୁହା ଛଡରେ ପିଟି ପତ୍ନୀକୁ ହତ୍ୟା କରିଥିଲା ପ୍ରତାପ ସାମଲ । ଘଟଣାରେ ପୋଲିସ ହତ୍ୟାକାରୀ ସ୍ବାମୀକୁ ଖୋଜି ବୁଲୁଥିବାବେଳେ ଶେଷେର ପ୍ରତାପକୁ କାବୁ କରିବାରେ ସଫଳ ହୋଇଛି । ଏ ନେଇ ଆଜି ବାଲିମି ଥାନା ପରିସରରେ […]

ଓଡିଶା

ରମେଶଙ୍କ ପାଇଁ ଆବାସ ଗୃହ ସାତ ସପନ । ଯୋଜନାର ଆଉ କେତେଦିନ ପରେ ସୁଫଳ ପାଇବେ ଜନତା

ଢେଙ୍କାନାଳ : ଦୁଃଖ ଆମ ଭାଗ୍ୟର ଲେଖା । ଆମ ପାଇଁ ସରକାର ସବୁ କରୁଛନ୍ତି । ଏ କଥା ଆମେ ଶୁଣୁଛୁ । ହେଲେ ଆମ ଘର ଦେଖନ୍ତୁ ଆଉ କୁହନ୍ତୁ ଆମେ ଏ କଥାକୁ କେମିତି ବିଶ୍ବାସ କରିବୁ । ପୁରୁଣା କାଗଜ କଲମରେ ଆମେ ଯୋଗ୍ୟ ହିତାଧିକାରୀ ଭାବେ ସାମିଲ ଥିଲୁ, ମାତ୍ର ନୂଆ ସର୍ଭେ ରିପୋର୍ଟରେ ଆମ ନାମ କଟିଗଲା । ଏବେ ଆମ ଘରର ଅବସ୍ଥା ଆହୁରୀ ଶୋଚନୀୟ ହୋଇଗଲାଣି […]

ଓଡିଶା

ସ୍ତ୍ରୀ ସରପଞ୍ଚ ହେଲେ ସ୍ୱାମୀଙ୍କ ହାତରେ ଅଖଣ୍ଡ କ୍ଷମତା । ମହାଦୁର୍ନୀତିର ପର୍ଦ୍ଦାଫାଶ୍ କେବେ ?

ହିନ୍ଦୋଳ : ପୁଣି ସାମ୍ନାକୁ ଆସିଲା ମନରେଗା ମହାଦୁର୍ନୀତି ଅଭିଯୋଗ । ହିନ୍ଦୋଳ ବ୍ଲକ୍ ଅସରଡା ଗ୍ରାମ ପଞ୍ଚାୟତରେ ବଡ଼ ଘୋଟାଲା । ସରପଞ୍ଚ, ନିର୍ବାହୀ ଅଧିକାରୀ ଏବଂ ଜିଆରଏସଙ୍କ ମଧ୍ୟରେ ରହିଛି ମଧୁଚନ୍ଦ୍ରିକା । ସ୍ତ୍ରୀ ସରପଞ୍ଚ ହେଲେ ସ୍ୱାମୀଙ୍କ ହାତରେ ଅଖଣ୍ଡ କ୍ଷମତା । ବିଭିନ୍ନ ପଞ୍ଚାୟତର ମନରେଗା ଯୋଜନାରେ ହେଉଥିବା ଘୋଟାଲାର ଦୃଶ୍ୟ ନୂଆଁ ନୂହେଁ । ତେବେ ସେହିଭଳି ଏକ ମହାଦୁର୍ନୀତିର ଖବର ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଅସରଡା […]