ଓଡିଶା କ୍ରୀଡା

ଗଣ୍ଡାନାଳି ହାଇସ୍କୁଲ ପଡିଆଠାରେ ଗଣ୍ଡାନାଳି କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

ଢେଙ୍କାନାଳ, ୨୬/୧୨ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳି ହାଇସ୍କୁଲ ପଡିଆଠାରେ GCC ଗଣ୍ଡାନାଳି କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବେ ହିନ୍ଦୋଳର ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ତ୍ରିନାଥ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁନୀଲ ସ୍ୱାଇଁ, ମାଧପୁର ସରପଞ୍ଚ ଦିଲୀପ ଲେଙ୍କା, ହିନ୍ଦୋଳ ଏନ୍ଏସି ୫ ନମ୍ବର ୱାର୍ଡ କାଉନସିଲର ଦୀପକ ରଞ୍ଜନ […]

ଓଡିଶା

ମଦମୁକ୍ତ ଭାରତ ଗଠନ ପାଇଁ ମଦମୁକ୍ତି ଯୁବବାହିନୀର ସ୍ୱର…

ଢେଙ୍କାନାଳ, ୨୫/୧୨ (ସୁଜିତ୍ କୁମାର ବେହେରା) : ସଂପୂର୍ଣ୍ଣ ମଦ ମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପ ବଦ୍ଧ ହୋଇ ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ ମହକୁମାରେ ମଦମୁକ୍ତି ଯୁବବାହିନୀ ପକ୍ଷରୁ ବ୍ୟାପକ ଜନ ସଚତନତା ସୃଷ୍ଟି ପାଇଁ ପଦଯାତ୍ରା କରି କଚେରି ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତମୂିର୍ତ୍ତି ନିକଟରେ ପହଁଞ୍ଚି ମଦର ଭୟାବହତା କିଭଳି ମାନବ ସମାଜକୁ ବିପଥଗାମୀ କରିଛି ସେ ଉଦେ୍ଦଶ୍ୟରେ ରାଜ୍ୟ ସରକାରଙ୍କ ମଦ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । […]

ଓଡିଶା

ହିନ୍ଦୋଳରେ ବଳି ପଡିଯିବ କି ବିଜେଡି ?

ଢେଙ୍କାନାଳ, ୨୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି । ବିଧାୟିକା ଓ ବ୍ଲକ ଅଧକ୍ଷାଙ୍କ ଶୀତଳ ଯୁଦ୍ଧ ଏବେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ସେତିକି ବିବାଦ ମଧ୍ୟକୁ ଟାଣି ହୋଇ ଯାଉଥିବା ଦେଖିବାକୁ ମିଳୁଛି । ବିଧାୟିକାଙ୍କ ସମ୍ପର୍କୀୟ ଝିଆରୀ ତଥା ହିନ୍ଦୋଳର ବର୍ତମାନ ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ […]

ଓଡିଶା

ପ୍ରତିମୂର୍ତ୍ତି ଉଚ୍ଛେଦକୁ ନେଇ ଜନଶୁଣାଣିରେ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ…

ଢେଙ୍କାନାଳ, ୧୩/୧୨ (ସୁଜିତ୍ କୁମାର ବେହେରା) : ବାଉଁଶ ପୋଖରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପିତ ଜନୈକ ବ୍ୟକ୍ତି ବିଶେଷଙ୍କ ପ୍ରତିମୂର୍ତ୍ତି ଉଚ୍ଛେଦ ପାଇଁ ଲିଖିତ ଅଭିଯୋଗ କଲେ ବାଉଁଶପୋଖରୀ ଓ କନ୍ତାମିଲା ପଞ୍ଚାୟତର ଶତାଧିକ ଗ୍ରାମବାସୀ । ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଏ ନେଇ ଏକ ଲିଖିତ ଅଭିଯୋଗ ଉପସ୍ଥାପିତ ହୋଇଛି । ପ୍ରଶାସନ ପକ୍ଷରୁ ଯଦି ଜିଲ୍ଲାପାଳ ଅଭିଯୋଗ ସମ୍ପର୍କରେ ଉପଯୁକ୍ତ ତଦନ୍ତ ନକରି […]

ଓଡିଶା

ଫାଇନାଲରେ ହିନ୍ଦୋଳ ଏକାଦଶକୁ ହରାଇ ବଡ କନ୍ତୁକୋଳ ଚମ୍ପିୟାନ

ଢେଙ୍କାନାଳ, ୧୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ବାଉଁଶ ପୋଖରୀ ପଂଚାୟତର ନୂଆକୋଟ ଏମବିସି କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ମା ବିଂଝେଶ୍ୱରି କପ୍ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ହିନ୍ଦୋଳ ଏକାଦଶକୁ ପରାସ୍ତ କରି ବଡ କନ୍ତୁକୋଳ କ୍ରିକେଟ କ୍ଲବ୍ ଚମ୍ପିୟାନ । ଏହି ଅବସରରେ ୩ ପର୍ଯ୍ୟାୟ ବିଶିଷ୍ଟ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ଦୁଇଟି ପର୍ଯ୍ୟାୟ ସୀମିତ ଓଭରରେ ବଡ କନ୍ତୁକୋଳ ବିଜୟ ହୋଇଥିବା ବେଳେ ଗୋଟିକରେ ହିନ୍ଦୋଳ […]

ଓଡିଶା

ମଦ ବେପାରୀଙ୍କ ସହ ଅବକାରୀ ବିଭାଗର ଭିତିରି ସମ୍ପର୍କ ଅଭିଯୋଗ…

ଢେଙ୍କାନାଳ, ୧୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ବାଉଁଶ ପୋଖରୀ ପଂଚାୟତର ବିଭିନ୍ନ ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ମଦ କାରବାର । ଏହାର ପ୍ରଭାବରେ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ଯୁବଗୋଷ୍ଠୀ । ଏନେଇ ପଂଚାୟତ ଅନ୍ତର୍ଗତ ବନ୍ଧଭୂଇଁ ଗ୍ରାମବାସୀ ପଂଚାୟତକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ପାଇଁ ଏକାଠି ହୋଇଛନ୍ତି । ନିକଟରେ ଗ୍ରାମ୍ୟ କମିଟି ସଭାପତି ଗିରିଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକରେ ମିଳିତ ହୋଇ ଗ୍ରାମବାସୀମାନେ […]

ଓଡିଶା

ହିନ୍ଦୋଳ ଚକ୍ଷୁ ଚିକିତ୍ସାଳୟର ବିକଳ ଚିତ୍ର; ଚିକିତ୍ସାଳୟରେ ଝୁଲୁଛି ତାଲା

ଢେଙ୍କାନାଳ, ୧୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ଚକ୍ଷୁ ବିଭାଗର ଚକ୍ଷୁ ହିନତା । ରହିଛି ଚକ୍ଷୁ ଚିକିତ୍ସାଳୟ, ହେଲେ ସେଥିରେ ଝୁଲୁଛି ତାଲା । ୧୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟର ବିକଳ ଚିତ୍ର ବୟାନ କରୁଛି ସ୍ୱାସ୍ଥ୍ୟ ବିଭାଗର ଉନ୍ନତିକରଣ ଚିକିତ୍ସା ପଦ୍ଧତିର ଗୁମୁର । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବିଗତ ୨୦୦୪ ମସିହାରେ ତତ୍କାଳୀନ ବିଧାୟିକା ଅଞ୍ଜଳି ବେହେରାଙ୍କ ସମୟରେ ସ୍ୱର୍ଗତ ମନ୍ତ୍ରୀ କାଳନ୍ଦି ଚରଣ […]

ଓଡିଶା

ମୋରାଙ୍କ ଜୀବନରେ ଛୋଟିଆ ଖୁସି ଆଣିଲା ‘ଛୋଟ ଏକ ପ୍ରୟାସ’ ସଂଗଠନ….

ଢେଙ୍କାନାଳ, ୦୬/୧୨ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଗଢି ଉଠିଥିବା ଛୋଟ ଏକ ପ୍ରୟାସ ଟିମ୍ ସଦା ସର୍ବଦା ଜନହିତକର କାର୍ଯ୍ୟକରି ଥାଆନ୍ତି । କେତେବେଳେ କାହାପାଇଁ ଘର ଖଣ୍ଡିଏ ନିର୍ମାଣ କରିଦେଇ ତ କେତେବେଳେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ରକ୍ତଦାନ କରି ଏବଂ କେତେବେଳେ ନୂତନ ବସ୍ତ୍ର, ଶୁଖିଲା ଖାଦ୍ୟ, ଅନ୍ନ, ଡାଲି, ଚାଉଳ, କମଳ, ପୋଷାକ ଆଦି ବଂଟନ କରି ଚର୍ଚ୍ଚର ପରିସର ଭୁକ୍ତ ହୋଇଥାଆନ୍ତି । […]

ଓଡିଶା

ପାରିବାରିକ କଳହର କରୁଣ ପରିଣତି…

ଢେଙ୍କାନାଳ, ୪/୧୨ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍ଏସିରେ ଅଭାବନୀୟ ଘଟଣା । ଏନ୍ଏସିର ୱାର୍ଡ ନଂ-୩ ଅମଲାପଡା ସ୍ଥିତ ଭଡାଘରେ ଜଣେ ଓଡିଶା ବାହାର ଶ୍ରମିକ ଆତ୍ମହତ୍ୟା କରିଥିବା ସନ୍ଦେହ । ହିନ୍ଦୋଳ ଏନ୍ଏସିରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ମୃତକ ଜଣକ ହେଲେ ମଧ୍ୟପ୍ରଦେଶ ରାଜ୍ୟର ଗୋୱାଲିୟର ଅଂଚଳର ରାଜେନ୍ଦ୍ର ସିଂ । ସେ ନିଜ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ସହ ସପରିବାର ଏକ ଭଡା […]

ଓଡିଶା

ବାଉଁଶପୋଖରୀ ପଂଚାୟତରେ ଜମୁଛି ମଦର ଆସର..

ଢେଙ୍କାନାଳ, ୪/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଂଚାୟତର ବିଭିନ୍ନ ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ମଦ କାରବାର । ଏହାକୁ ନେଇ ବିଶେଷ ଭାବେ ଯୁବଗୋଷ୍ଠୀ କ୍ଷତିଗ୍ରସ୍ତ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଖୋଲାଖୋଲି ମଦ ଆସର ଜମୁଥିବା ଦେଖିବାକୁ ମିଳୁଛି । ଯାହାର କୁପ୍ରଭାବ ଛୋଟ ଛୋଟ ପିଲା ଏବଂ ସର୍ବ ସାଧାରଣରେ ପଡୁଥିବାର ଅଭିଯୋଗ କରିଛନ୍ତି ଅଂଚଳବାସୀ । ଏ ନେଇ ପଂଚାୟତ ଅନ୍ତର୍ଗତ ବନ୍ଧାଭୂଇଁ ଗ୍ରାମବାସୀ […]