ଓଡିଶା

କାହା ସ୍ୱାର୍ଥରେ ପୋଲିସ୍ ଚେକ୍ ପୋଷ୍ଟ ?

• ରାସ୍ତା ଉପରେ ନରହି ଲଟା ବୁଦାରେ ଶୋଭା ପାଉଛି ଚେକ୍ ପୋଷ୍ଟ• ନଜର ଦେଉ ନାହାନ୍ତି ପ୍ରଶାସନିକ ଅଧିକାରୀଢ଼େଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : କାହା ସ୍ୱାର୍ଥରେ ପୋଲିସ୍ ଚେକ୍ ପୋଷ୍ଟ । ଲୋକଙ୍କୁ ସଚେତନ କରିବା ବଦଳରେ ଅବହେଳିତ ଅବସ୍ଥାରେ ବୁଦା ମୂଳେ ପଡିରହିଛି ପୋଲିସ୍ ଚେକ୍ ପୋଷ୍ଟ । ଏ ଦୃଶ୍ୟ ହେଉଛି ହିନ୍ଦୋଳ ଥାନା ଓ ଏନ୍ଏସି ଅଞ୍ଚଳର ବସଷ୍ଟାଣ୍ଡ ଛକଠାରୁ ଜେଲ ରୋଡ ଦେଇ ନରସିଂହପୁର ଅଭିମୁଖେ ଯାଇଥିବା […]

ଓଡିଶା

ପାରିବାରିକ କଳହକୁ ନେଇ ସେଲୁନ ମାଲିକ ନିଖୋଜ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଜଣେ ସେଲୁନ ଦୋକାନୀ ଆଜକୁ ୬ ଦିନ ହେଲା ନିଖୋଜ ହୋଇଥିବା ଚର୍ଚ୍ଚାର କାରଣ ପାଲଟିଛି । ଖବରରୁ ପ୍ରକାଶ ହିନ୍ଦୋଳ ବ୍ଲକ ପାଇକପୁରୁଣାକୁଟ ପଂଚାୟତର ପ୍ରହ୍ଲାଦ ବାରିକଙ୍କ ପୁଅ ନିରଞ୍ଜନ ବାରିକ (୩୩) ନିଜ ଘର ସାମ୍ନାରେ ଏକ ସେଲୁନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବାବେଳେ କିଛିଦିନ ତଳେ କୌଣସି କାରଣକୁ ନେଇ ପରିବାରରେ ତିକ୍ତତା ହୋଇଥିଲା । ଏ […]

ଓଡିଶା

ଖଣ୍ଡା ଚୋଟରେ ମେଡ଼ିସିନ ବିତରକ ଗୁରୁତର, ୨୫ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁର୍ତ୍ତ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଖଜୁରୀଆକଟା ନିକଟସ୍ଥ ବହୁବର ପଡିଆ ରାସ୍ତା ପାର୍ଶ୍ୱରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ମେଡିସିନ ରିପ୍ରେଜେଣ୍ଟିଭଙ୍କୁ ହାଣି କ୍ଷତାକ୍ତ କରି ୨୫ ହଜାର ଟଙ୍କା ଲୁଟି ନେଇଥିବା ଖବର ଉକ୍ତ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଖବରରୁ ପ୍ରକାଶ ଯେ ଅନୁଗୁଳ ଜିଲ୍ଲା ଛେଳିଆପଡ଼ା ଅଞ୍ଚଳର ସ୍ମୃତିରଞ୍ଜନ ସାହୁ (୨୦) ଜଣେ ମେଡ଼ିସିନ ବିକ୍ରେତାଙ୍କ ମେଡ଼ିସିନ […]

ଓଡିଶା

ଚର୍ଚ୍ଚାରେ ବିଧାୟିକାଙ୍କ ଫୋନ୍ ଧମକ । ୨୦୨୪ ନିର୍ବାଚନ ପୂର୍ବରୁ ବଦଳିଗଲା ବିଧାୟିକାଙ୍କ ସ୍ବଭାବ ?

ହିନ୍ଦୋଳ : ଫେସବୁକ୍ କମେଣ୍ଟକୁ ନେଇ ବିଧାୟିକାଙ୍କ ସିଧା ଟାର୍ଗେଟ୍ । ହିନେ୍ଦାଳ ବିଧାୟିକାଙ୍କ ଖୋଲା ଧମକ ପରେ ଥାନାର ଦ୍ୱାରସ୍ଥ ହେଲେ ଯୁବ ସମାଜସେବୀ । ଏପଟେ ୨୦୨୪ ନିର୍ବାଚନ ପୂର୍ବରୁ ବିଧାୟିକାଙ୍କ ଏପରି ଟାର୍ଗେଟ୍ ଜନତାଙ୍କ ମଧ୍ୟରେ କିଂଙ୍କାର ସୃଷ୍ଟି କରୁଛି । ଫେସବୁକ ହେଉଛି ଏକ ସାମାଜିକ ଗଣମାଧ୍ୟମ । ଏଠାରେ ସମସ୍ତେ ସମସ୍ତଙ୍କର ମତାମତ ନିଦ୍ୱର୍ନ୍ଦରେ ରଖିପାରିବେ । ତେବେ ବିଧାୟିକାଙ୍କ ପ୍ରଶଂସା ପୋଷ୍ଟ ତଳେ କମେଣ୍ଟରେ ସମାଜସେବୀ ତାଙ୍କୁ ପ୍ରଶ୍ନ […]