ଏନ୍ଏସି ଅଧ୍ୟକ୍ଷଙ୍କ ବାଡି ପଛପଟ ରାସ୍ତା ଏମିତି… ଗ୍ରାମବାସୀ କହିବେ କାହାକୁ ?
ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଏନ୍ଏସି ଅଧ୍ୟକ୍ଷଙ୍କ ବାଡି ପଛପଟ ରାସ୍ତାର ଅବସ୍ଥା କହିଲେ ନ ସରେ । ଟିକିଏ ବର୍ଷା ହେଲେ ପାଣି କାଦୁଅରେ ପଚପଚ ହୋଇଯାଏ ରାସ୍ତା । ଏହି ରାସ୍ତା ଦେଇ ତିନୋଟି ସାହିର ଲୋକେ ଯାତାୟତ କରନ୍ତି । ମାତ୍ର ଜନପ୍ରତିନିଧିଙ୍କ ଅବହେଳା କାରଣରୁ ଦଶା ଭୋଗୁଛନ୍ତି ଗାଁ ଲୋକ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିର ୨ ନଂ ୱାର୍ଡ ଅନ୍ତର୍ଗତ ବ୍ରାହ୍ମଣ ସାହି କଂକ୍ରିଟି ରାସ୍ତାକୁ ସଂଯୋଗ […]