ରେସନ କାର୍ଡରେ ଚାଲିଛି କଟନୀ ଛଟନୀ, ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ…
ଢେଙ୍କାନାଳ, ୧୦/୧ (ସୁଜିତ୍ କୁମାର ବେହରା) : ଯୋଗାଣ ବିଭାଗର ରେସନ ଦୁର୍ନୀତି ନେଇ ଆସିଲା ଅଭିଯୋଗ । ଯୋଗାଣ ବିଭାଗର ଡିଲରଙ୍କ କଟନୀ ଛଟନୀ ଏବଂ ମନମୁଖି କାର୍ଯ୍ୟ ଓ ଦୁର୍ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଖାଉଟି । ପ୍ରତି ୫କେଜି ପିଛା କଟାଯାଉଛି ୨୦୦ ଗ୍ରାମ ଚାଉଳ । ଖାଉଟି ଅଭିଯୋଗ କଲେ ସରକାରୀ ନିୟମ କହି ଜନସାଧରଣଙ୍କୁ ଭୁଆଁ ବୁଲାଉଛି ସ୍ଥାନୀୟ ଡିଲର ମହାଶୟ । ପ୍ରତିଟି ଗରିବ ପରିବାରକୁ କ୍ଷୁଧା […]