ଓଡିଶା

ବାଉଁଶପୋଖରୀ ପଂଚାୟତରେ ଜମୁଛି ମଦର ଆସର..

ଢେଙ୍କାନାଳ, ୪/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଂଚାୟତର ବିଭିନ୍ନ ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ମଦ କାରବାର । ଏହାକୁ ନେଇ ବିଶେଷ ଭାବେ ଯୁବଗୋଷ୍ଠୀ କ୍ଷତିଗ୍ରସ୍ତ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଖୋଲାଖୋଲି ମଦ ଆସର ଜମୁଥିବା ଦେଖିବାକୁ ମିଳୁଛି । ଯାହାର କୁପ୍ରଭାବ ଛୋଟ ଛୋଟ ପିଲା ଏବଂ ସର୍ବ ସାଧାରଣରେ ପଡୁଥିବାର ଅଭିଯୋଗ କରିଛନ୍ତି ଅଂଚଳବାସୀ । ଏ ନେଇ ପଂଚାୟତ ଅନ୍ତର୍ଗତ ବନ୍ଧାଭୂଇଁ ଗ୍ରାମବାସୀ […]

ଓଡିଶା

ସମିତି କାମକୁ କିଏ କରିବ ? ଏ ନେଇ ଦୁଇ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ ଏବଂ ବିଧାୟିକାଙ୍କୁ ନେଇ ଚାଲିଛି ପାୱାର ସୋ…

ଢେଙ୍କାନାଳ, ୨/୧୨ (ସୁଜିତ୍ କୁମାର ବେହେରା) : ରାଜନୈତିକ ଗୋଷ୍ଠୀ କନ୍ଦଳ ଏବଂ କ୍ଷମତା ଲଢ଼େଇ ପାଇଁ ସମସ୍ତ ସରକାରୀ ନିୟମକାନୁନ କିପରି ମୂଲ୍ୟହୀନ ହୋଇଯାଏ ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକରେ । ଗୋଟେପଟେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଓ ଆଉ ଗୋଟେ ପଟେ ଉପାଧ୍ୟକ୍ଷ ଓ ବିଧାୟିକାଙ୍କ ମଧ୍ୟରେ ଚାଲିଛି ଗୋଷ୍ଠୀ ବିବାଦ । ଏହି ଘଟଣା କିଛି ନୂଆ କଥା ନୁହେଁ । ସେହିପରି ଆଉ ଏକ ଘଟଣା ଦେଖିବାକୁ […]

ଓଡିଶା

ସରକାରଙ୍କୁ ଅନୁରୋଧ; ମୋରାଙ୍କ ଦୁଃଖ ଟିକେ ବୁଝନ୍ତୁ…

ଢେଙ୍କାନାଳ, ୨୬/୧୧ (ସୁଜିତ୍ କୁମାର ବେହେରା) : କଥାରେ ଅଛି ଅରକ୍ଷିତକୁ ଦଇବ ସାହା । ଦିନଥିଲା ପୁଅ, ବୋହୂ, ନାତିମାନଙ୍କୁ ଧରି ବେଶ୍ ଖୁସିରେ ଦିନ ବିତିଯାଉଥିଲା । ହେଲେ ହସଖୁସିର ସଂସାର ଭିତରେ ସତେ ଯେମିତି କାହାର ନଜର ଲାଗିଗଲା । ବୋଝ ଉପରେ ଲଳିତା ବିଡା ପରି ମୁଣ୍ଡ ଉପରେ ଦୁଃଖର ପାହାଡ଼ କିଏ ଲଦି ଦେଇଗଲା । ଏଭଳି ଏକ ହୃଦୟ ବିଦାରକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା […]

ଓଡିଶା କଳା ସଂସ୍କୃତି

ଢେଙ୍କାନାଳରେ ଧୁମଧାମରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଧୁମଧାମରେ ପାଳିତ ହୋଇଛି ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା । ଚଳିତବର୍ଷ ୧୩ଟି ପୂଜା ଅନୁଷ୍ଠାନରେ ମା ଲକ୍ଷ୍ମୀଙ୍କ ଆବାହନ କରାଯାଉଥିବା ବେଳେ ଦଶଟି ମେଢ଼ ଭଷାଣିରେ ଯୋଗଦେବେ ବୋଲି ଜଣାପଡିଛି । ମା ଲକ୍ଷ୍ମୀଙ୍କ ପୂଜା ଅବସରରେ ଢେଙ୍କାନାଳର ଲୋକପ୍ରିୟ ସାଂସଦ ମହେଶ ସାହୁ ହିନ୍ଦୋଳ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ଶୁଭକାମନା ପାଇଁ ମାଆଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥର ହିନ୍ଦୋଳ ଏନଏସିର ୱାର୍ଡନଂ […]

ଓଡିଶା

ପାହାଡ ଖାଇଗଲେଣି ମାଫିଆ । ସବୁ ଜାଣି ଅଜଣା ଚାଉଳର ଭାତ ଖାଉଛି ପ୍ରଶାସନ…

ଓଡାପଡା : ପ୍ରାକୃତିକ ପରିବେଶ ସୃଷ୍ଟି କରିବାର କ୍ଷମତା ଆମ ପାଖରେ ନାହିଁ । ତେବେ ଏହାକୁ ଧ୍ୱସଂ କରିବାର କ୍ଷମତା କିଏ ଦେଲା । ଏ ପ୍ରଶ୍ନ କେବଳ ଗଣମାଧ୍ୟମର ନୁହେଁ । ଏ ପ୍ରଶ୍ନ ଜନସାଧାରଣଙ୍କର ମଧ୍ୟ । ଏ ଦୃଶ୍ୟ କହୁଛି ଏହା କୌଣସି ଖଣି ଖାଦନର ଦୃଶ୍ୟ । କିନ୍ତୁ ପ୍ରକୃତରେ ଏ ଦୃଶ୍ୟ ହେଉଛି ଗୋଟିଏ ପାହାଡର । ବିଶ୍ୱାସ ହେଉ ନଥିଲେ ବି ଏହା ସତ । ଆଜି […]

ଓଡିଶା

୨୩ ବର୍ଷର ସ୍ଥାୟୀ ସରକାରଙ୍କୁ ପ୍ରଶ୍ନ କରୁଛି ମାଟିଘର !

ଢେଙ୍କାନାଳ : ୨୩ ବର୍ଷର ସ୍ଥାୟୀ ସରକାର । ଗରିବ ହିତାଧିକାରୀଙ୍କ ପାଇଁ ପ୍ରଣୟନ ହୋଇଛି ଅନେକ ଯୋଜନା । ହେଲେ ଏଠି କାନ୍ଥ ବି ନିଜ ଦୁଃଖ ବଖାଣୁଛି । ୨୩ ବର୍ଷର ସ୍ଥାୟୀ ସରକାର ତା ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରୁଛି । ଇଂରେଜ ଶାସନ ସମୟରେ ତାର ଯେଉଁ ସ୍ଥିତି ଥିଲା ସ୍ବାଧୀନତାର ଏତେ ବର୍ଷ ପରେ ବି ତାର ସ୍ଥିତି ବଦଳିନି । ସତେ ଯେମିତି ଲାଗୁଛି […]

ଓଡିଶା

ଲୋକଙ୍କ ଉପରେ ଦାଉ ସାଧୁଛି ଭୋଲ୍ଟାଜ କମ୍ପାନୀ…

ଢେଙ୍କାନାଳ : ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ନୟାଭାଗୀରଥିପୁର ଗ୍ରାମପଞ୍ଚାୟତର କାଳୁସାହି କାଟେଣୀ ଗ୍ରାମର । ଆଜକୁ ପ୍ରାୟ ତିନି ବର୍ଷ ତଳେ କେନ୍ଦ୍ର ସରକାର, ଆଠଶହ କୋଟି ଟଙ୍କାର ବ୍ୟୟ ଅଟକଳରେ ଉଭୟ ଓଡାପଡା ଓ ହିନ୍ଦୋଳ ବ୍ଲକର ୫୧ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଏକ ମେଗା ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଯେଉଁ ପ୍ରକଳ୍ପର ନିର୍ମାଣ କାମକୁ ହାତକୁ ନେଇଛି ଭୋଲ୍ଟାଜ କମ୍ପାନୀ । […]

ଓଡିଶା

ସରପଞ୍ଚଙ୍କ ମନମାନି । ବିନା ଅନୁମତିପତ୍ରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଖନନ କଲେ ସରପଞ୍ଚ । ଏବେ ଯାତାୟତରେ ଅସୁବିଧା ଭୋଗୁଛନ୍ତି ଜନସାଧାରଣ…     

ହିନ୍ଦୋଳ : ସରପଞ୍ଚଙ୍କ ମନମାନି । ସରକାରୀ ନିୟମକୁ ଉଲ୍ଲଂଘନ କରି ହିନ୍ଦୋଳ ବ୍ଲକ କଂସରା ପଞ୍ଚାୟତର ସରପଞ୍ଚ ଗ୍ରାମ ପ୍ରବେଶ ପଥକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଖନନ କରି ଏକ ବିରାଟ ଗେଟ୍ ନିର୍ମାଣ ଆରମ୍ଭ କରିଛନ୍ତି । ଗାଁକୁ ପ୍ରବେଶ କରିବାର ଏକମାତ୍ର ପଥକୁ ଖୋଳି ଦିଆଯାଇଥିବାରୁ ଲୋକମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି । ଏପରିକି ଲୋକମାନଙ୍କ ଯାତାୟାତ ସୁବିଧା ପାଇଁ କୌଣସି ବାଇପାସ୍ ରାସ୍ତାର […]

ଓଡିଶା

ପ୍ରକଳ୍ପ ନାମରେ ଚାଲିଛି ଠକେଇ, ଲୋକଙ୍କ କାର୍ଯ୍ୟରେ ଆସୁନି ଭୂତଳ ଜଳ ଅମଳ ପ୍ରକଳ୍ପ

ହିନ୍ଦୋଳ : ପ୍ରକଳ୍ପ ଅଛି ମାତ୍ର ତାହା କେତେ କାର୍ଯ୍ୟକାରୀ ହେଉଛି ତାହାର ନିଘା ରଖିବାକୁ କେହି ନାହିଁ । ହିନ୍ଦୋଳ NACରେ ପ୍ରହସନ ପାଲଟିଛି ଭୂତଳ ଜଳ ଅମଳ ପ୍ରକଳ୍ପ । ମାତ୍ର ବର୍ଷକ ମଧ୍ୟରେ ନିଶ୍ଚିହ୍ନ ହୋଇଗଲାଣି ଅଧାରୁ ଅଧିକ ଭୂତଳ ଜଳ ଅମଳ ପ୍ରକଳ୍ପ । ରାଜ୍ୟ ସରକାର ପାନୀୟ ଜଳକୁ ସଂରକ୍ଷିତ ରଖିବା ପାଇଁ ଭୂତଳ ଜଳ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରୁଛନ୍ତି । ହେଲେ […]

ଓଡିଶା

ହାତଗୁଞ୍ଜା ନଦେଲେ ମିଳି ପାରୁନି ଆବାସ ଗୃହ…

ଢେଙ୍କାନାଳ : ଆବାସ ଯୋଜରେ କେଳେଙ୍କାରୀ ଅଭିଯୋଗ । ହାତଗୁଞ୍ଜା ନଦେଲେ ମିଳି ପାରୁନି ଆବାସ ଗୃହ । ଏ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଠୋକର ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି ଠୋକରବାସୀ । କେନ୍ଦ୍ର ତଥା ରାଜ୍ୟ ସରକାର ଗରିବ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ନେଇ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ […]