ଓଡିଶା

ରାଜନୈତିକ ପଶାପାଲିରେ ହନ୍ତସନ୍ତ ହିତାଧିକାରୀ…

• ହିନ୍ଦୋଳରେ ପୁଣି ରାସନ ତାତି• ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ରାଜ୍ୟ ସରକାର ଗରିବ ପରିବାରକୁ ମୁଣ୍ଡପିଛା ୫ କେଜି ଚାଉଳ ଯୋଗାଇ ଦେଉଛନ୍ତି । ସେଥିପାଇଁ ଗ୍ରାମ ଗୁଡିକରେ ରାସନ ସାମଗ୍ରୀ ବିତରଣ କେନ୍ଦ୍ର ଖୋଲାଯାଇ ଲୋକମାନଙ୍କୁ ସୁବିଧାରେ ଚାଉଳ ଯୋଗାଇ ଦିଆଯାଉଅଛି । ତେବେ ହୀନ ରାଜନୀତି କରି ନିଜ ସମର୍ଥକଙ୍କ ଦ୍ୱାରା ଅଭିଯୋଗ କରାଇ ଯୋଗାଣ ବିଭାଗକୁ ହାତବାରିଶୀ କରି ହିନ୍ଦୋଳ ଉପଖଣ୍ଡରେ […]

ଓଡିଶା

ଦୀର୍ଘ ୩୪ ବର୍ଷ ପରେ ହିନ୍ଦୋଳକୁ ପୁଣି ମିଳିବ ସୂଚନା କେନ୍ଦ୍ର ଓ ପାଠାଗାରର ସୁବିଧା….

ଢ଼େଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସଦର ମହକୁମାରେ ୧୯୯୦ ମସିହାରେ ସ୍ଥାପିତ ସୂଚନା କେନ୍ଦ୍ର ଓ ପାଠାଗାର ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । ତେବେ ଏହାର ଆବଶ୍ୟକତାକୁ ଗୁରୁତର ସହ ଗ୍ରହଣ କରି ସରକାରଙ୍କ ପକ୍ଷରୁ ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ଫାଉଣ୍ଡେସନ ସହାୟତାରେ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସେହି ସ୍ଥାନରେ ଏକ ନୂତନ ଗୃହ ନିର୍ମାଣ ନିମନ୍ତେ ହିନ୍ଦୋଳ ବିଧାୟିକା […]

ଓଡିଶା

କାହା ସ୍ୱାର୍ଥରେ ପୋଲିସ୍ ଚେକ୍ ପୋଷ୍ଟ ?

• ରାସ୍ତା ଉପରେ ନରହି ଲଟା ବୁଦାରେ ଶୋଭା ପାଉଛି ଚେକ୍ ପୋଷ୍ଟ• ନଜର ଦେଉ ନାହାନ୍ତି ପ୍ରଶାସନିକ ଅଧିକାରୀଢ଼େଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : କାହା ସ୍ୱାର୍ଥରେ ପୋଲିସ୍ ଚେକ୍ ପୋଷ୍ଟ । ଲୋକଙ୍କୁ ସଚେତନ କରିବା ବଦଳରେ ଅବହେଳିତ ଅବସ୍ଥାରେ ବୁଦା ମୂଳେ ପଡିରହିଛି ପୋଲିସ୍ ଚେକ୍ ପୋଷ୍ଟ । ଏ ଦୃଶ୍ୟ ହେଉଛି ହିନ୍ଦୋଳ ଥାନା ଓ ଏନ୍ଏସି ଅଞ୍ଚଳର ବସଷ୍ଟାଣ୍ଡ ଛକଠାରୁ ଜେଲ ରୋଡ ଦେଇ ନରସିଂହପୁର ଅଭିମୁଖେ ଯାଇଥିବା […]

ଓଡିଶା

ହେ ସରକାର ! ଆମେ କୁଆଡେ ଯିବୁ…

ଢେଙ୍କାନାଳ, (ଏଫ୍ଟୁଏସ୍) ୦୬/୦୭ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କନ୍ତାମିଲା ପଞ୍ଚାୟତ ଅନ୍ତର୍ଗତ ଧୁବୋଣିନନ୍ଦର ଗ୍ରାମର ଯୁଧିଷ୍ଠିର ସାହୁ ନାମକ ବ୍ୟକ୍ତିଙ୍କ ଘରକୁ ଗତ ୨୬ ତାରିଖ ବୁଧବାର ଦିନ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହିନ୍ଦୋଳ ତହସିଲଦାର ଜେସିପି ଲଗାଇ ଭାଙ୍ଗି ଦେବା ଘଟଣାର ସପ୍ତାହେ ପରେ ବି ବିପନ୍ନ ପରିବାରକୁ ଥଇଥାନ କରିବା ତ ଦୂରର କଥା ତହସିଲଦାର ସରକାରୀସ୍ତରରେ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ଦେଇଥିବା ପ୍ରତିଶ୍ରୁତି ଆସ୍ଫଳନ ପାଲଟିଛି । […]

ଓଡିଶା

କିଏ ଶୁଣିବ ପ୍ରେମଲତାଙ୍କ ଗୁହାରୀ ? ବେସାହାରା ପ୍ରେମଲତା ଜିଲ୍ଲାପାଳଙ୍କୁ ଗୁହାରି କରି କରି ନିରାଶ…

ଢେଙ୍କାନାଳ, ୯/୧ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ବ୍ଲକ କଂସରା ପଂଚାୟତରେ ସରକାରୀ ଯୋଜନାରେ ଆବାସ ଗୃହ ନିର୍ମାଣରେ ମହାଦୁର୍ନୀତି ଅଭିଯୋଗ । ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରାଯାଇ ପଂଚାୟତସ୍ତରରେ ଓ ବ୍ଲକସ୍ତରରେ ପିସି କାରବାର କରି କେତେକ ମୁଷ୍ଟିମେୟ ଲୋକ ଆବାସ ଗୃହ ହାତେଇ ନେଇଥିବା ଭଳି ଗୁରୁତର୍ ଅଭିଯୋଗ ଆସିଛି କଂସରା ପଂଚାୟତ ଅନ୍ତର୍ଗତ ଆମ୍ବିଠୀ ଗ୍ରାମ ହରିଜନ ସାହି ବାସୀ ହିତାଧିକାରୀଙ୍କ ଠାରୁ । ଗ୍ରାମର ବିଧବା, ନିରାଶ୍ରୟା ପ୍ରେମଲତା ନାଏକ […]

ଓଡିଶା

ରାତିସାରା ବିଜୁଳି କାଟ, କୁକୁଡ଼ା ଚାଷୀଙ୍କୁ ଛାଟ…

ଢେଙ୍କାନାଳ, ୧୦/୧ (ସୁଜିତ୍ କୁମାର ବେହରା) : ରାତିସାରା ବିଜୁଳି କାଟ, କୁକୁଡ଼ା ଚାଷୀଙ୍କୁ ଛାଟ । ଅସହ୍ୟ ଥଣ୍ଡାରେ ମରିଛନ୍ତି ଶହ ଶହ କୁକୁଡ଼ା । କୁକୁଡ଼ା ମୃତ୍ୟୁକୁ ନେଇ ଏବେ ଚିନ୍ତାରେ କୁକୁଡ଼ା ଚାଷୀ । ଥଣ୍ଡା ଦିନେ ବି ଥମିବାର ନାଁ ନେଉନି ବିଜୁଳି କାଟ ସମସ୍ୟା । ଏନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ସାଧାରଣ ଜନତା । ପ୍ରତିଟି ଗାଁ ହେଉ ଅବା ସହର ଉତ୍ତମ ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ […]

ଓଡିଶା

ରେସନ କାର୍ଡରେ ଚାଲିଛି କଟନୀ ଛଟନୀ, ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ…

ଢେଙ୍କାନାଳ, ୧୦/୧ (ସୁଜିତ୍ କୁମାର ବେହରା) : ଯୋଗାଣ ବିଭାଗର ରେସନ ଦୁର୍ନୀତି ନେଇ ଆସିଲା ଅଭିଯୋଗ । ଯୋଗାଣ ବିଭାଗର ଡିଲରଙ୍କ କଟନୀ ଛଟନୀ ଏବଂ ମନମୁଖି କାର୍ଯ୍ୟ ଓ ଦୁର୍ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଖାଉଟି । ପ୍ରତି ୫କେଜି ପିଛା କଟାଯାଉଛି ୨୦୦ ଗ୍ରାମ ଚାଉଳ । ଖାଉଟି ଅଭିଯୋଗ କଲେ ସରକାରୀ ନିୟମ କହି ଜନସାଧରଣଙ୍କୁ ଭୁଆଁ ବୁଲାଉଛି ସ୍ଥାନୀୟ ଡିଲର ମହାଶୟ । ପ୍ରତିଟି ଗରିବ ପରିବାରକୁ କ୍ଷୁଧା […]

ଓଡିଶା

ନିଜ କିଡନୀ ବିକି ଲୋକଙ୍କ ସେବା କରିବେ ସରପଞ୍ଚ ରଣଜିତ୍…

ଜନତାଙ୍କ ସେବା ପାଇଁ ସରପଞ୍ଚ ଆଗଭର, ମାତ୍ର ପ୍ରଶାସନର କାର୍ଯ୍ୟକୁ ନେଇ ପ୍ରଶ୍ନ ? ଢେଙ୍କାନାଳ, ୨୬/୧୨ (ସୁଜିତ୍ କୁମାର ବେହେରା) : ଜନତାଙ୍କ ସମର୍ଥନରେ ସରପଞ୍ଚ ଗାଦିରେ ବସିଥିଲେ ରଣଜିତ୍ ପ୍ରଧାନ । ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ପୂରଣ କରିବାକୁ ସମସ୍ତ ଚେଷ୍ଟା କରିଛନ୍ତି ସେ । ହେଲେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବାଧକ ସାଜୁଛନ୍ତି କନିଷ୍ଠଯନ୍ତ୍ରୀ ସିଲା ସାହୁ । ଦୀର୍ଘ ଏକ ବର୍ଷ ଧରି ପଡ଼ି ରହିଛି ବାଉଁଶ ପୋଖରୀ ପଞ୍ଚାୟତରେ […]

ଓଡିଶା

ସୁସ୍ଥ ସମାଜରେ ଆଜି ବି ଉଜ୍ଜିବୀତ ନ୍ୟୁନ ମାନସିକତା

ଢେଙ୍କାନାଳ, ୧୪/୧୨ (ସୁଜିତ୍ କୁମାର ବେହେରା) : ବାପା ଚାଲିଗଲେ ପରପାରିକୁ । ଗୋଟିଏ ବୋଲି ପୁଅ, ହେଲେ ସେ ବି ଅନ୍ଧ । ସମାଜର କ୍ରୂର ନିୟମ ଭିତରେ ବାପାଙ୍କ ଶେଷ ଯାତ୍ରା ପାଇଁ ମିଳିଲାନି ଚାରି କାନ୍ଧ । ଆଉ ଅସହାୟ ହୋଇପଡିଥିଲେ ପରିବାର ଲୋକ । ଏହାରି ଭିତରେ ଅସହାୟ ପରିବାର ଲୋକଙ୍କ ନିମନ୍ତେ ଦେବଦୂତ ହୋଇ ଆସିଲା ‘ଜନ ମଙ୍ଗଳ’ ସଂଗଠନ ।ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାହାଲୁଣ୍ଡା ପଞ୍ଚାୟତ ନୂଆପଡ଼ା […]

ଓଡିଶା

ପ୍ରତିମୂର୍ତ୍ତି ଉଚ୍ଛେଦକୁ ନେଇ ଜନଶୁଣାଣିରେ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ…

ଢେଙ୍କାନାଳ, ୧୩/୧୨ (ସୁଜିତ୍ କୁମାର ବେହେରା) : ବାଉଁଶ ପୋଖରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପିତ ଜନୈକ ବ୍ୟକ୍ତି ବିଶେଷଙ୍କ ପ୍ରତିମୂର୍ତ୍ତି ଉଚ୍ଛେଦ ପାଇଁ ଲିଖିତ ଅଭିଯୋଗ କଲେ ବାଉଁଶପୋଖରୀ ଓ କନ୍ତାମିଲା ପଞ୍ଚାୟତର ଶତାଧିକ ଗ୍ରାମବାସୀ । ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଏ ନେଇ ଏକ ଲିଖିତ ଅଭିଯୋଗ ଉପସ୍ଥାପିତ ହୋଇଛି । ପ୍ରଶାସନ ପକ୍ଷରୁ ଯଦି ଜିଲ୍ଲାପାଳ ଅଭିଯୋଗ ସମ୍ପର୍କରେ ଉପଯୁକ୍ତ ତଦନ୍ତ ନକରି […]