ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ଦଣ୍ଡ ଦେଇଥିବା ଚର୍ଚ୍ଚା
ହିନ୍ଦୋଳ: ହିନ୍ଦୋଳ ଜନଶୁଣାଣୀ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ପ୍ରଶଂସା । ହିନ୍ଦୋଳରେ ଚର୍ଚ୍ଚିତ ଟେଣ୍ଡର ଫିକ୍ସିଂ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଜନଶୁଣାଣୀ ଅଭିଯୋଗ ପ୍ରକୋଷ୍ଠରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍ ଶ୍ରୀନିବାସ ଷ୍ଟେଜ୍ ତଳେ ବସିବା ଘଟଣା ଏବେ ଆଉ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ଷ୍ଟେଜ୍ ତଳେ ନିଜେ ବସିଥିଲେ ନା ତାଙ୍କ କାର୍ଯ୍ୟକଳାପ କରାଣରୁ ତାଙ୍କୁ ଜିଲ୍ଲାପାଳ ତଳେ ବସିବା ପାଇଁ କହିଥିଲେ ତାକୁ ନେଇ ଚର୍ଚ୍ଚା […]