କେନାଲ ପାଣି ଅଭାବରୁ ଚାଷ ନଷ୍ଟ, ଚିନ୍ତାରେ ଚାଷୀ…
ଧର୍ମଗଡ, ୨୭/୪ : କେନାଲରେ ପାଣି ଅଭାବରୁ ନଷ୍ଟ ହୋଇଗଲା ପ୍ରାୟ ୨୫ ଏକରରୁ ଉର୍ଦ୍ଧ୍ୱ ଧାନ କ୍ଷେତ । ଏଭଳି ଦୁର୍ଦ୍ଦଶା ଭୋଗିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଅଞ୍ଚଳବାସୀ । ସୂଚନା ଅନୁସାରେ, କୁସୁମଖୁଣ୍ଟି ଅଧିନସ୍ଥ ଘୁମେରଗୁଡ଼ା ସବ ମାଇନର କେନାଲରେ ପ୍ରାୟ ଚାରି କିଲୋମିଟର ଘୁମେରଗୁଡ଼ାରୁ କୋଟାନିଆ ପଡ଼ା ପର୍ଯ୍ୟନ୍ତ ରହିଛି । କିନ୍ତୁ ଉପର ମୁଣ୍ଡରେ ଥିବା କିଛି ବାହୁବଳୀ ଚାଷୀ ନିଜର ଚାଷ ଜମି ସହିତ ନିଜ […]