ଓଡିଶା କଳା ସଂସ୍କୃତି

ଜାନୁଆରୀ ୧୫ରୁ ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଂଚ…

ବରଗଡ, ୨୩/୧୧ : ଜାନୁଆରୀ ୧୫ରୁ ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଂଚ । ଦୀର୍ଘ ୧୧ ଦିନ ଧରି ବରଗଡରେ ଚାଲିବ ମହାରାଜ କଂସଙ୍କ ରାଜୁତି । ବରଗଡ ସହର ପାଲଟିବ ମଥୁରା ନଗରୀ ଓ ଅମ୍ବାପାଲି ପାଲଟିବ ଗୋପପୁର । ଜାନୁୟାରୀ ୨୫ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ସମିତିର ସଭାପତି ତଥା ଜିଲାପାଳ […]

ଓଡିଶା କଳା ସଂସ୍କୃତି

ବେହେରା ଦଣ୍ଡପାଟ ଧନୁଯାତ୍ରା ଉଦଯାପିତ

କଳାହାଣ୍ଡି (ଶୋଭିତ ଗାନ୍ଧୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକରେ ଧୁମଧାମର ସହ ପାଳିତ ହୋଇଯାଇଛି ଧନୁଯାତ୍ରା ମହୋତ୍ସବ । ଦୀର୍ଘ ୭ ଦିନ ଧରି ଆୟୋଜିତ ମହାସମାରୋହରେ ହଜାର ହଜାର ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା । ବରଗଡରେ ଅନୁଷ୍ଠିତ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଚାଲିଥିବାବେଳେ ଧର୍ମଗଡରେ ପୁରାଣ ଆଧାରିତ ନାଟକ ସହ କଂସର ରାଜତ୍ୱ ଲୋକଙ୍କ ମନ ମୋହିଥିଲା । ଏହି ଅବସରରେ କଂସ ମହାରାଜଙ୍କ ଦରବାରରେ ଉପସ୍ଥିତ ଅତିଥି ତାଙ୍କର ବକ୍ତବ୍ୟରେ ତ୍ରୁଟି କଲେ ତାଙ୍କୁ […]