ଓଡିଶା କଳା ସଂସ୍କୃତି

ନର୍କ ବା ଭୁତ ଚତୁର୍ଦଶୀ କଣ ? ଆଜି କାହିଁକି ପାଳନ କରାଯାଏ ଧନ୍ଵନ୍ତରୀ ଜୟନ୍ତୀ ।

ପୌରାଣିକ ମତ ଅନୁଯାୟୀ, ନରକାସୁର ନାମକ ଏକ ଅସୁର ସମସ୍ତ ଦେବତାଙ୍କୁ ହଇରାଣ କରିବାକୁ ଲାଗିଲା। ତାର ଅଲୌକିକ ଶକ୍ତି ହେତୁ ତା ସହ ଲଢ଼ିବା କାହାର ନିୟନ୍ତ୍ରଣରେ ନଥିଲା। ଫଳରେ ଦିନକୁ ଦିନ ନରକାସୁରର ଉତ୍ପୀଡ଼ନ ବୃଦ୍ଧି ପାଇଲା I ତା’ପରେ ସମସ୍ତ ଦେବତା ଭଗବାନ କୃଷ୍ଣଙ୍କ ନିକଟରେ ପହଞ୍ଚିଲେ। ସମସ୍ତ ଦେବତାଙ୍କ ଅବସ୍ଥା ଦେଖି ଶ୍ରୀକୃଷ୍ଣ ସେମାନଙ୍କୁ ସାହାଯ୍ୟ ବାହାରିଲେ I କିନ୍ତୁ ନରକାସୁର ଅଭିଶାପ ପାଇଥିଲI ଯେ ସେ ଜଣେ ମହିଳାଙ୍କ ହାତରେ […]