ଭୁବନେଶ୍ୱର ରନୱେ ୱିକ୍ । ରାମ୍ପରେ ଚାଲିଲେ ମନ ମୋହିଲେ ମଡ଼େଲ୍ …
ଭୁବନେଶ୍ୱର : ଆଡ଼ିକସନ ଫ୍ୟାସନ ମ୍ୟାନେଜମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନୱେ ୱିକର ନବମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଆଡ଼ିକସନ ଫ୍ୟାସନ୍ ମ୍ୟାନେଜମେଣ୍ଟ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଆଇ.ଏନ୍.ଡ଼ବ୍ଲୁ.ଇ.ସି.ର ଜାତୀୟ ଅଧ୍ୟକ୍ଷା ସୁକିର୍ତ୍ତୀ ପଟ୍ଟନାୟକ, ନବୀନ ଖଣ୍ଡୋଇ, ମୁଖ୍ୟ ଉପଦେଷ୍ଟା, ରନୱେ ୱିକ୍, ସୋମା ମହାନ୍ତି, ନିର୍ଦ୍ଦେଶକ, ଏସ୍.ଏନ୍.ଏମ୍. ଗ୍ରୁପ୍ ପ୍ରମୁଖ ଉପସ୍ଥିତ ଥିଲେ । ସୋ’ର ମୁଖ୍ୟ […]