ରାଣୀ ଆଉଟ୍ । ପୁରୁଣା କର୍ମୀଙ୍କ ଉପପରେ ଭରସା ଦେଖାଇଲା ବିଜେଡି…
ରୋଚକ ମୋଡ ନେଇଛି ଦେବଗଡ଼ ବିଧାନସଭା । ଏଠାରୁ ବିଜେଡି ତାର ପ୍ରାର୍ଥୀଙ୍କୁ ବଦଳାଇଛି । ପୂର୍ବରୁ ଦେବଗଡ ପାଇଁ ଅରୁନ୍ଧତୀଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଏବେ ଏହାକୁ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନାଁ ଘୋଷଣା କରିଛି ବିଜେଡି । ରୋମାଞ୍ଚ ୨୦୧୯ରେ ମଧ୍ୟ ଏହି ଆସନରୁ ବିଜେଡି ଟିକେଟରେ ଲଢ଼ିଥିଲେ । ତେବେ ଦେବଗଡରେ କାହିଁକି ପ୍ରାର୍ଥୀ ବଦଳାଇଲା ବିଜେଡି ? କାହିଁକି କଟିଗଲା ଅରୁନ୍ଧତୀ ଦେବୀଙ୍କ ଟିକେଟ୍ ? ବିଜେଡିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା […]