ଶହେ ଦିନରେ ପହଞ୍ଚିଲା ଓଡ଼ିଆ ଚଳଚ୍ଚିତ୍ର “ଦଶମ’
ଭୁବନେଶ୍ୱର : ତରୁଣ ବୟସର ପିଲାଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇଛି ଓଡ଼ିଆ ଚଳଚ୍ଚିତ୍ର “ଦଶମ’ । ଖୁବ କମ୍ ବୟସରୁ ନିର୍ଦ୍ଦେଶନାରେ ପାଦ ଦେଇ ଚର୍ଚ୍ଚାରେ ଥିବା ଯୁବ ସିନେ ନିର୍ଦ୍ଦେଶକ ରାଜା ଡ଼ି ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଅନେକ ସଫଳ ମ୍ୟୁଜିକ ଭିଡ଼ିଓ ନିର୍ଦ୍ଦେଶନା ଦେଇ ମ୍ୟୁଜିକ ଭିଡିଓ ଦୁନିଆରେ ଗୋଟେ ପରିବର୍ତ୍ତନ ଆଣିବା ସହିତ ଅନେକ କଳାକାର ସୃଷ୍ଟି କରିଛନ୍ତି ରାଜା ଡ଼ି । ବର୍ତ୍ତମାନର ଡ୍ୟାନସିଂ ଷ୍ଟାର ଶୈଳେନ୍ଦ୍ର ସାମନ୍ତରାୟ, […]