ଧମାଲ କରିବ ନବରାତ୍ରି ପାଇଁ ଭୁବନେଶ୍ୱର ଲା ଫିଷ୍ଟାରେ ଦାଣ୍ଡିଆ ନୃତ୍ୟ
ଭୁବନେଶ୍ୱର : ଦାଣ୍ଡିଆ ପ୍ରଶିକ୍ଷଣ ପାଇଁ ଆରମ୍ଭ ହେଲାଣି ଜୋରଦାର ପ୍ରସ୍ତୁତି । ପି.ଏନ୍.ଏକ୍ସ୍ ଡ୍ୟାନ୍ସ ‘ଆସ୍ନଜୋ’ ଥିମର ଆୟୋଜକ ଦାଣ୍ଡିଆ ପାଇଁ ଭୁବନେଶ୍ୱରରେ ଆୟୋଜିତ କରିଛନ୍ତି ପ୍ରଶିକ୍ଷଣ କେନ୍ଦ୍ର । ପ୍ରଶିକ୍ଷକ ଅମିତ୍ ପାତ୍ର ଏବଂ ଦୀପିକା ବଲାନିଙ୍କ ଦ୍ଵାରା ଗର୍ବା ନୃତ୍ୟ ଶିକ୍ଷାଗ୍ରହଣ କରୁଛନ୍ତି ଯୁବତୀ ଓ ମହିଳା । ଦାଣ୍ଡିଆ ପ୍ରଶିକ୍ଷଣ ନେବାକୁ ଭୁବନେଶ୍ୱରର ବହୁ ସ୍ଥାନରୁ ଅଂଶ ଗ୍ରହଣକାରୀଙ୍କ ସୁଅ ଛୁଟୁଛି । ବିଗତ ତିନି ବର୍ଷ ଧରି ଏହି ସଂସ୍ଥାର […]