ଓଡିଶା ଯ଼ୋଗାଯ଼ୋଗ

ଦାଣ୍ଡିଆ ସହିତ ରୋମାଞ୍ଚକର ଅନୁଭୂତି ଦେବ ପୁରୀର ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ।

ଭୁବନେଶ୍ୱର : ଓଡିଶାର ସର୍ବବୃହତ୍ ଓ୍ବାଟର ପାର୍କ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ଏବଂ ରିସର୍ଟ, ମାଳତିପାଟପୁର, ପୁରୀଠାରେ ପାଞ୍ଚ ଦିନ ପାଇଁ ଦାଣ୍ଡିଆ ଅନୁଷ୍ଠିତ ହେବ । ଓ୍ବାଣ୍ଡର୍ ଓ୍ବାର୍ଲଡ ଓ୍ବାଟର ପାର୍କର ଅଧ୍ୟକ୍ଷ ନାରାୟଣ ପାତ୍ର ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଆସନ୍ତା ଅକ୍ଟୋବର ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ୩ ଟାରୁ ୬ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ […]

ଓଡିଶା ମନୋରଞ୍ଜନ

ଦାଣ୍ଡିଆ କାର୍ଣ୍ଣିଭାଲ -୨୦୨୩ ଚଳିତ ବର୍ଷ ଅକ୍ଟୋବର ୨୦ରୁ ଆରମ୍ଭ…

ଭୁବନେଶ୍ୱର : ନେଟୱାର୍କ ଇଭେଣ୍ଟ ଆଣ୍ଡ ପ୍ରମୋସନ ଏବଂ କ୍ରିଷ୍ଟାଲ କ୍ରାଉନର ମିଳିତ ସହଯୋଗରେ ଏକ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ -୨୦୨୩ ଚଳିତ ବର୍ଷ ଅକ୍ଟୋବର ୨୦ରୁ ଆୟୋଜିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ କ୍ରିଷ୍ଟାଲ କ୍ରାଉନଠାରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ କ୍ରିଷ୍ଟାଲ କ୍ରାଉନର ନିର୍ଦ୍ଦେଶକ ସୂର୍ଯ୍ୟ ପରିଡାଙ୍କ ସମେତ ଜିଏମ୍ ପ୍ରକାଶ ମଙ୍ଗରାଜ, ଅଭିନେତ୍ରୀ ପୁପୁଲ ଭୂୟାଁ ଏବଂ ନେଟୱାର୍କ ଇଭେଣ୍ଟ ଆଣ୍ଡ ପ୍ରମୋସନର ଏମଡି […]