ଓଡିଶା

ଦାଣ୍ଡଯାତ୍ରା ବେଳେ ତୁମୁଳ କାଣ୍ଡ, ଥାନା ଆଗରେ ଧାରଣା ଦେଲେ ଅଭିଯୋଗକାରୀ

ସାଲେପୁର : ଦାଣ୍ଡଯାତ୍ରା ବେଳେ ତୁମୁଳ କାଣ୍ଡ । ଅସାମାଜିକ ଯୁବକଙ୍କ ଶିକାର ହେଲେ ଗୋଟିଏ ଗୋଷ୍ଠୀର ଲୋକ । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ସାହାନିଆଜପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ରାମଲୀଳା ଦାଣ୍ଡଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ମେଳଣ ଶୋଭାଯାତ୍ରା ଗୋବିନ୍ଦପୁର ଗ୍ରାମଦେଇ ଯିବାବେଳେ ସେହି ଗାଁର କିଛି ଅସାମାଜିକ ବ୍ୟକ୍ତି ଗଣ୍ଡଗୋଳ ସୃଷ୍ଟି କରିବା ସହ ସାହାନିଆଜପୁର ଗ୍ରାମର ବହୁ ଯୁବକଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ […]