ଜାଣନ୍ତୁ ଦଣ୍ଡନାଚର ମହତ୍ତ୍ବ !
ପ୍ରତିବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇଥାଏ ଦଣ୍ଡଯାତ୍ରା । ବୌଦ୍ଧ ଜିଲ୍ଲାରେ କିପରି ଚାଲିଛି ଦଣ୍ଡଯାତ୍ରା ଆସନ୍ତୁ ଦେଖିବା ଆମର ଏଇ ରିପୋର୍ଟ । ବୌଦ୍ଧ ଜିଲ୍ଲାରେ ଦଣ୍ଡଯାତ୍ରା ବେଶ୍ ଧୁମ୍ ଧାମର ସହ ପାଳନ କରାଯାଏ । ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଚରେ ମିଶିବାଦ୍ୱାରା ମା’କାଳୀଙ୍କ କୃପାରୁ ପାପ ଓ […]