ଓଡିଶା

ଏସ୍ଏଚଜି ମହିଳାଙ୍କ ଅଭିଜ୍ଞତାକୁ ନେଇ ପ୍ରଶ୍ନ !

କୋରାପୁଟ : ଗଣମାଧ୍ୟମର ଚତୁର୍ଥସ୍ତମ୍ଭ ଭାବେ ତଥା ଜନତାଙ୍କ ସ୍ବାର୍ଥ ଏବଂ ପୁରାତନ ଐତିହ୍ୟର ପୁନରୁଦ୍ଧାର ନିମନ୍ତେ ଆମେ ଐତିହାସିକ ଦମୟନ୍ତୀ ସାଗର ଏବଂ ଦେବନା ମୁଣ୍ଡା ପୁନରୁଦ୍ଧାର ପ୍ରସଙ୍ଗ ବାବଦରେ ଖବର ପ୍ରସାରଣ କରିଥିଲୁ । ପ୍ରଶାସନିକସ୍ତରରେ ଅବହେଳା ତଥା ରାଜନୈତିକସ୍ତରରେ ଆନ୍ତରିକତାର ଅଭାବ ବିଷୟରେ ବାରମ୍ବାର ଖବର ପ୍ରସାରଣ କରି ଆମେ ଐତିହ୍ୟର ପୁନରୁଦ୍ଧାର ପ୍ରସଙ୍ଗ ଉଠାଇଥିଲୁ । ଯାହାର ଫଳସ୍ୱରୂପ ଦମୟନ୍ତୀ ସାଗର ଏବଂ ଦେବନମୁଣ୍ଡା ପୋଖରୀର କାୟାକଳ୍ପ ପରିବର୍ତ୍ତନ ହେବାକୁ ଯାଉଛି […]