ଓଡିଶା

ଗାଡି ପାଇଁ କିଣନ୍ତୁ ସ୍ମାର୍ଟ ସୁରକ୍ଷା କବଚ ‘ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର’…

ଭୁବନେଶ୍ୱର, ୧୬ ନଭେମ୍ବର : ରାଜଧାନୀ ଭୁବନେଶ୍ୱରରେ ଲଂଚ ହେଲା ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର । ଯେତେବେଳେ ଆପଣ ଆପଣଙ୍କ ଗାଡିକୁ ପାର୍କ କରି ଚାଲିଯାନ୍ତି, ଆପଣଙ୍କ ଗାଡି ସମ୍ବନ୍ଧରେ କିଛି ଜାଣି ପାରନ୍ତି ନାହିଁ କିମ୍ବା କେଉଁ ଗାଡି ଆପଣଙ୍କ ରାସ୍ତା ଅବରୋଧ କରୁଛି, ଅସୁବିଧା ସୃଷ୍ଟି କରୁଛି ଓ ଆପଣ ସେ ଗାଡି ମାଲିକଙ୍କ ସହ କିପରି ଯୋଗାଯୋଗ କରିବେ ଏହି ସବୁ ଅସୁବିଧାର ସମାଧାନ ମିଳିବ ଅତି ସହଜରେ ଡ଼ାଡି’ସ୍ ରୋଡ […]