ସଚେତନ ରହିଲେ ହିଁ ସୁରକ୍ଷିତ ରହିପାରିବେ; ସାଇବର ସଚେତନତା…
କୋଟପାଡ଼ : ଓଡିଶା ପୋଲିସ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସାରା ରାଜ୍ୟରେ ଚାଲିଛି ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନଵ ସୋନାକରଙ୍କ ନିର୍ଦେଶକ୍ରମେ କୋଟପାଡ଼ ଆଇଆଇସିଙ୍କ ତତ୍ୱାବଧାନରେ, କୋଟପାଡ଼ ମହାବିଦ୍ୟାଳୟ, କୋଟପାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଓ କୋଟପାଡ଼ ବଡଦାଣ୍ଡଠାରେ ବିଭିନ୍ନ ସାଂସ୍କୃତିକ ଓ ସଚେତନତା ବାର୍ତ୍ତା ମାଧ୍ୟମରେ କୋଟପାଡ଼ ଜନସାଧାରଣଙ୍କୁ ସାଇବର ଠକେଇ ଉପରେ ସଚେତନତା ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ […]