ଓଡିଶା

ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଏଥିରେ ଜଗତସିଂହପୁର ଏସ୍ପି ରାହୁଲ ପି ଆର୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସାଇବର ସଚେତନତା ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ସହର ପରିକ୍ରମା କରିବା ସହିତ କଲେଜ ଛକ ନିକଟରେ ପହଁଚିଥିଲା । ସେଠାରେ […]

ଓଡିଶା

ସଚେତନ ରହିଲେ ହିଁ ସୁରକ୍ଷିତ ରହିପାରିବେ; ସାଇବର ସଚେତନତା…

କୋଟପାଡ଼ : ଓଡିଶା ପୋଲିସ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସାରା ରାଜ୍ୟରେ ଚାଲିଛି ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନଵ ସୋନାକରଙ୍କ ନିର୍ଦେଶକ୍ରମେ କୋଟପାଡ଼ ଆଇଆଇସିଙ୍କ ତତ୍ୱାବଧାନରେ, କୋଟପାଡ଼ ମହାବିଦ୍ୟାଳୟ, କୋଟପାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଓ କୋଟପାଡ଼ ବଡଦାଣ୍ଡଠାରେ ବିଭିନ୍ନ ସାଂସ୍କୃତିକ ଓ ସଚେତନତା ବାର୍ତ୍ତା ମାଧ୍ୟମରେ କୋଟପାଡ଼ ଜନସାଧାରଣଙ୍କୁ ସାଇବର ଠକେଇ ଉପରେ ସଚେତନତା ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ […]

ଓଡିଶା

ସାଇବର ସଚେତନତା ପାଇଁ ଗଡିଲା ସଚେତନ ରଥ…

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗୁଣ୍ଡିଚା ବାଡ଼ି ପଡିଆରେ ସାଇବର ଅପରାଧ ରୋକିବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଗଜପତି ଏସ୍.ପି ସ୍ବାତି ଏସ୍.କୁମାର, ଜୀ ତିରୁପତି ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରିୟମ ରଇତ, ପୌର […]