ଓଡିଶା

ବେସାହାରା ବିଶ୍ୱ… ଓଳିଏ ଖାଇଲେ ଓଳିଏ ଉପାସ, କିଏ ବୁଝିବ ଦୁଃଖ ?

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ପିଲାମାନଙ୍କ ହାତ ଧରି ଅନ୍ଧାରରୁ ଆଲୋକ ଆଡକୁ ବାଟ ଦେଖାନ୍ତି ବାପା-ମାଆ । ଆଉ ସେମାନଙ୍କର କୁନି ଭବିଷ୍ୟତକୁ ନିଜ ହାତରେ ଗଢି ଦିଅନ୍ତି । ଆଉ ଯେତେବେଳେ ସେଇ ଆତ୍ମସ୍ପର୍ଶୀ ହାତ କୁଆଡେ ଉଭେଇଯାଏ, ସେତେବେଳେ ପିଲାର ଭବିଷ୍ୟତ ମଧ୍ୟ ଅନ୍ଧକାର ଭିତରକୁ ଠେସି ହେଇଯାଏ । ଏହି କାହାଣୀ ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅସରଳା ପଞ୍ଚାୟତ ପୁଆଣିଆ ଗ୍ରାମର ବିଶ୍ୱ ରଂଜନ ପ୍ରଧାନଙ୍କର […]

ଓଡିଶା

ଗଜପତିରେ ସଖୀ ୱାନଷ୍ଟପ କେନ୍ଦ୍ରର ୫ମ ବାର୍ଷିକ ଉତ୍ସବ ପାଳିତ…

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ରାଜ୍ୟ ସହାୟତା କେନ୍ଦ୍ର ତଥା ୱାନ୍‌ ଷ୍ଟପ୍ କେନ୍ଦ୍ରର ୫ମ ବାର୍ଷିକ ଉତ୍ସବ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମରେ ଆଇଏସ୍‌ଆର୍‌ଡିର ଉପ ନିର୍ଦ୍ଦେଶକ ନାଗେଶ୍ଵର ଚୌଧୁରୀ ମଞ୍ଚାସୀନ ଅତିଥିଙ୍କୁ ସ୍ଵାଗତ ଜଣାଇଥିଲେ । ଆଇଏସ୍ଆରଡିର ନିର୍ଦେଶକ ସୁଧୀର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ, କେନ୍ଦ୍ରର […]