ଓଡିଶା

ଜମୁଛି ଚେଳିତୋଳ ବାଲିଯାତ୍ରା; ଚତୁର୍ଥ ସନ୍ଧ୍ୟାରେ ଯୋଗଦେଲେ ବିଧାୟକ ଚନ୍ଦ୍ରସାରଥୀ ବେହେରା…

ଜଗତସିଂହପୁର, ୨/୧୨ (ରୀତା ସାହୁ) : ମହାସମାରୋହ ଓ ଆନନ୍ଦ ଉଲ୍ଲାସରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଗୋପିଆକୁଦଠାରେ ଚେଳିତୋଳ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଏହି ଉତ୍ସବ କାର୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ସାତଦିନ ଧରି ଚାଲିବ । ବିଭିନ୍ନ ମନୋହରି ଦୋକାନବଜାର, ଖାଦ୍ୟଷ୍ଟଲ ଆଦି ଦୋକାନରେ ଭରି ଯାଇଛି ସମଗ୍ର ବାଲିଯାତ୍ରା ପଡିଆ । ମେଳାରେ ସୁସ୍ୱାଦୁ ଖାଦ୍ୟ , ମନୋହରି ଜିନିଷ କିଣି ଯାତ୍ରା ବୁଲିବା ସହ ସନ୍ଧ୍ୟାରେ ମଂଚରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆନନ୍ଦଉଲ୍ଲାସର […]

ଓଡିଶା ଟ୍ରେଣ୍ଟିଂ

କଟକର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ସ୍ବାଧୀନତା ଦିବସ…

କଟକ : କଟକ ସଦର ନିର୍ବାଚନ ମଣ୍ଡଳୀ କିଶୋରନଗର ହାଇସ୍କୁଲ ପଡିଆରେ ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଧାୟକ ଚନ୍ଦ୍ରସାରଥି ବେହେରା ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ରହି ସାମୁହିକ ପରେଡରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଫଳ ବ୍ୟକ୍ତିତ୍ବ […]

ଓଡିଶା

ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ । ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ଦୁର୍ନୀତି ମାମଲାରେ ମୋକିମଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ । ମୋକିମ୍‌ଙ୍କ ସହିତ ପୂର୍ବତନ ଆଇଏଏସ୍‌ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍‌ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସେମାନଙ୍କୁ ଜେଲ […]