ଓଡିଶା

ଅପ୍ରାକୃତିକ ଯୌନ ସମ୍ବନ୍ଧ ହିଁ ହତ୍ୟାର କାରଣ, ସୂଚନା ଦେଲେ ଡିସିପି…

ସାଲେପୁର, ୨୬/୧୨ (ଅଭୟ ଜେନା) : ବହୁ ଚର୍ଚ୍ଚିତ କଟକ ଜଗତପୁର ଥାନା ପୂର୍ବକଛ ଗାଁରେ ଘଟିଥିବା ନାବାଳକ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି କଟକ କମିସନରେଟ ପୋଲିସ । ଗତ ୧୭ ତାରିଖ ଦିନ ହୋଇଥିବା ହତ୍ୟାକାଣ୍ଡ ସମ୍ପର୍କରେ ଜଗତପୁର ଥାନାରେ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଡିସିପି । ବାବୁଲି ପଣ୍ଡା ନାମକ ଯୁବକ ଯୌନ ଶୋଷଣ କରିଥିବା ସୂଚନା ଦେଇଛନ୍ତି ଡିସିପି । ବାବୁଲିକୁ ପୋଲିସ ସିନ୍ ରି-କ୍ରିଏସନ କରିଛି । ଏହି […]

ଓଡିଶା

ବିଳମ୍ବିତ ରାତିରେ ଏନକାଉଂଟର କରି ଅପରାଧିକୁ ଧରିଲା ନିଶ୍ଚିନ୍ତକୋଇଲି ପୋଲିସ…

ସାଲେପୁର, ୪/୧୨ (ଅଭୟ ଜେନା) : ଜଗତସିଂହପୁର ଅଂଚଳର ଜଣେ ଦୁର୍ଦାନ୍ତ ଅପରାଧୀକୁ ଏନକାଉଂଟର କରିଛି ନିଶ୍ଚିନ୍ତକୋଇଲି ଥାନା ପୋଲିସ । ବିଳମ୍ବିତ ରାତ୍ରିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱେର ଖେଳ ପଡିଆ ନିକଟରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଏହି ଦୁର୍ଦାନ୍ତ ଅପରାଧୀକୁ ଏନକାଉଂଟର କରିଛି । ସଂପୃକ୍ତ ଅପରାଧୀକୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଛ । ଉକ୍ତ ଅପରାଧୀ ନାମରେ ରାଜ୍ୟର ବିଭିନ୍ନ ଥାନାରେ ବହୁ […]

ଓଡିଶା କ୍ରୀଡା

ରସହ୍ୟ ଘେରରେ ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ

କଟକ (ଅଭୟ ଜେନା): କେମିତି ହେଲା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ । ତାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଏହାରି ଭିତରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ମୃତ ରାଜଶ୍ରୀଙ୍କ ପରିବାର ଲୋକ । ତାଙ୍କ କହିବା ମୁତାବକ, ରାଜଶ୍ରୀ ଜଣେ ଭଲ ଖେଳାଳୀ । ସେ ଓଡିଶା ଟିମରେ ମଧ୍ୟ ଖେଳିଛନ୍ତି । ଏପରିକି ସେ ଓଡ଼ିଶା ପୋଲିସରେ କନେଷ୍ଟବଳ ଚାକିରି ପାଇଥାନ୍ତେ । ଏଥିପାଇଁ ତାଲିକାରେ ତାଙ୍କର ନାଁ ମଧ୍ୟ […]

ଓଡିଶା

ନାତି ହେଲା ବଇରୀ, ଟଙ୍କା ପାଇଁ ରଚିଲା ହତ୍ୟା ଯୋଜନା

କଟକ: ଗୃହ ଭେଦୀ ବିଭିଷଣ । ଯାହାକୁ ଭାବିଥିଲେ ନିଜର ସେ ହିଁ ରଚିଲା ମୃତ୍ୟୁର ତାଣ୍ଡବ । ସାମନ୍ୟ ସୁନା ଏବଂ ପଇସା ଲୋଭରେ ସମ୍ପର୍କୀୟ ନାତି ଭୁଲିଗଲା ସ୍ନେହ ପ୍ରେମର ବନ୍ଧନ । ଯିଏ ପାଳି ପୋଷି ବଡ଼ କରିଥିଲେ ଶେଷରେ ତାଙ୍କୁ ହିଁ ଚୋଟ ମାରିଲା । ସମ୍ପର୍କର ମାନେ ବୁଝିଲାନି ସମ୍ପର୍କୀୟ ନାତି । ସମ୍ପତ୍ତି ଲୋଭରେ ଅନ୍ଧ ହୋଇ ସମ୍ପର୍କୀୟ ଜେଜେବାପା, ଜେଜେମା’ଙ୍କୁ ରାସ୍ତାରୁ ସଫା କରିବାକୁ କଲା ଯୋଜନା […]

ଓଡିଶା କଳା ସଂସ୍କୃତି

ଆଜି ଶାରଦୀୟ ଦୁର୍ଗାପୂଜା ବା ଶକ୍ତି ଉପାସନାର ପରିପୂର୍ଣ୍ଣ ପର୍ବ ଦଶହରା ।

ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ […]

ଓଡିଶା

ଯେଉଁ ମା’ ଜନ୍ମ ଦେଇଥିଲା, ଆଜି ସିଏ କୋକେଇରେ । ଆଉ କୋକେଇକୁ ପଠାଇବା ବାଲା ଆଉ କେହି ନୁହେଁ ତାର ନିଜ ସନ୍ତାନ ।

ଯେଉଁ ମା’ ଜନ୍ମ ଦେଇଥିଲା, ଆଜି ସିଏ କୋକେଇରେ । ଆଉ କୋକେଇକୁ ପଠାଇବା ବାଲା ଆଉ କେହି ନୁହେଁ ତାର ନିଜ ସନ୍ତାନ । ଦିନେ କୋଳେଇ, କାଖେଇ ବଡ଼ କରିଥିଲା, ହେଲେ ଶେଷରେ ତା’ର ହିଁ ଜୀବନ ନେଇଗଲା ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଶୁକରପଡା ପଞ୍ଚାୟତରେ । ମୃତା ମହିଳା ହେଉଛନ୍ତି ଗୌରାଙ୍ଗ ଚରଣ ସ୍ୱାଇଁଙ୍କ ପତ୍ନୀ ପ୍ରମିଳା ସ୍ୱାଇଁ । ଘରେ କେହି […]

ଓଡିଶା

ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କଲେ କିଶନନଗର ଥାନା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିବା ବ୍ୟକ୍ତି

କଟକ ଜିଲ୍ଲା କିଶନନଗର ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ କରି ଗୁରତର ଭାବେ ପୋଡି ହୋଇଯାଇଥିବା ଈଶାଣି ଵରହମପୁରର ଗୁଣନିଧି ବିଷୋୟୀଙ୍କ ଚିକିତ୍ସାଧୀନ ଅବସ୍ଥାରେ କଟକର ଅଶ୍ୱିନୀ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଜମିବାଡି ବିବାଦକୁ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ଗୁଣନିଧି । ତେବେ ବାରମ୍ବାର ଥାନାକୁ ଦୌଡି ହତାଶ ହେବା ପରେ ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହୁତି ଉଦ୍ୟମ କରିଥିଲେ ଗୁଣନିଧି । ସେପଟେ ଏହି ଘଟଣାରେ ଥାନା […]

ଓଡିଶା

ଜମି ପାଇଁ ବଡଭାଇର ପରିବାରକୁ ନଷ୍ଟ କରିଦେଲା ସାନଭାଇ

କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ଗଣହତ୍ୟା । ଜମିବାଡି ବିବାଦକୁ କେନ୍ଦ୍ରକରି ବଡଭାଇର ପରିବାରକୁ ହତ୍ୟା କଲା ସାନଭାଇ । ମୃତକମାନେ ହେଉଛନ୍ତି ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତିସନ୍ଧ୍ୟା । ଝିଅକୁ ୧୮ ବର୍ଷ ହୋଇଥିବା ବେଳେ ଦୁଇ ପୁଅ ନାବାଳକ ଥିଲେ । ଅଭିଯୁକ୍ତଙ୍କ ନାଁ ଶିବ ସାହୁ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସାନଭାଇ ଘରେ […]