ଓଡିଶା କଳା ସଂସ୍କୃତି

ଆଜି ଶାରଦୀୟ ଦୁର୍ଗାପୂଜା ବା ଶକ୍ତି ଉପାସନାର ପରିପୂର୍ଣ୍ଣ ପର୍ବ ଦଶହରା ।

ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ […]

ଓଡିଶା କଳା ସଂସ୍କୃତି

ମା ମରିଚେଇ । ଶ୍ରୀକ୍ଷେତ୍ରର ଅଷ୍ଟଚଣ୍ଡୀମାନଙ୍କ ଭିତରୁ ଅନ୍ୟତମ ମା ମରିଚେଇଙ୍କ ମନ୍ଦିର ।

ଶ୍ରୀମନ୍ଦିର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଯିବା ରାସ୍ତାରେ ଆମର ଡାହାଣ ପଟରେ ମରିଚିକୋଟ ର ମରିଚି ଠାକୁରାଣୀ ଙ୍କ ମନ୍ଦିର ଦୃଷ୍ଟିଗୋଚର ହୋଇଥାଏ। ରାସ୍ତା ରୁ ମା ଙ୍କ ଦର୍ଶନ ହୋଇ ପାରୁଥିଲେ ହେଁ ଭିତରକୁ ଯାଇ ମା ଙ୍କୁ ପାଖରୁ ଦର୍ଶନ କରିବାରେ ଅପୂର୍ବ ଆନନ୍ଦ ମିଳିଥାଏ। ମା ଙ୍କ ମନ୍ଦିର ର ପାର୍ଶ୍ୱ ଦେବାଦେବୀ ଭାବରେ ବରାହୀ,ଗଣେଶ ଏବଂନରସିଂହୀ ବିଦ୍ୟମାନ ।ମା ଙ୍କ ମନ୍ଦିର ପରିସର ରେ ନବ ଦୁର୍ଗା, ଦଶ ମହାବିଦ୍ୟା, […]

ଓଡିଶା କଳା ସଂସ୍କୃତି

ଆଜି ନବରାତ୍ରି ପୂଜାର ଅନ୍ତିମ ଦିନ । ଦେବୀ ଦୁର୍ଗା ଆଜି ସିଦ୍ଧିଦାତ୍ରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଆଜି ନବରାତ୍ରି ପୂଜାର ଅନ୍ତିମ ଦିନ । ସିଦ୍ଧିଦାତ୍ରୀ ରୂପରେ ଭକ୍ତମାନେ ଆଜି ମାଆ ଦୁର୍ଗାଙ୍କୁ ଭକ୍ତି ଅର୍ପଣ କରିବେ । ସାରା ଦେଶରେ ଥିବା ଶକ୍ତିପୀଠଗୁଡିକରେ ମା ଦୁର୍ଗାଙ୍କ ନବ ରାତ୍ର ପୂଜା କରାଯାଇଛି । ଆଜି ହେଉଛି ପୂଜାର ଅନ୍ତିମ ଦିନ । ୯ବମୀ ତିଥିରେ ଦେବୀ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ଯେହେତୁ ନବରାତ୍ରୀରେ ଦେବୀଙ୍କର ନଅ ଦିନର ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ୯ ଦିନର ଅନ୍ତିମ ଦିନ ହେଉଛି […]

ଓଡିଶା କଳା ସଂସ୍କୃତି

ଆଜି ନବରାତ୍ରୀର ୭ମ ଦିନ । ଆଜି ନବରାତ୍ରୀର ୭ମ ଦିନରେ ମା ଦୁର୍ଗାଙ୍କୁ କାଳରାତ୍ରୀ ରୂପରେ ପୂଜା କରାଯାଏ ।

ଶାରଦୀୟ ପୂଜା ଲଗ୍ନରେ ସମଗ୍ର ଧରା ଆଜି ଆନନ୍ଦ ମୁଖର। ଦେବୀ ଦୁର୍ଗା ଧରାଵତରଣ କରି ଭକ୍ତ ମାନଙ୍କୁ ବିଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି।ଆଜି ନବରାତ୍ରୀର ୭ମ ଦିନ । ଆଜି ନବରାତ୍ରୀର ୭ମ ଦିନରେ ମା ଦୁର୍ଗାଙ୍କୁ କାଳରାତ୍ରୀ ରୂପରେ ପୂଜା କରାଯାଏ । କାଳରାତ୍ରୀ ପୂଜା କ’ଣ? ଆଜି ନବରାତ୍ରୀର ୭ମ ଦିନ । ଆଜି କାଳରାତ୍ରୀ ରୂପରେ ଦୁର୍ଗା ଙ୍କୁ ପୂଜା କରାଯାଏ । ଏହି ପୂଜା କରିବା ଦ୍ୱାରା ଆସୁଥିବା ଅକସ୍ମିକ […]