ଫୁଲ ତୋଳୁ ତୋଳୁ ପାଇଖାନା ଟାଙ୍କିରେ ପୋତି ହୋଇଗଲେ ମହିଳା…
କଟକ: ଫୁଲ ତୋଳିବା ହେଲା କାଳ । ପାଇଖାନା ଟାଙ୍କିରେ ପଡି ମହିଳାଙ୍କ ଶୋଚନୀୟ ମୃତ୍ୟୁ । ମୃତକ ଜଣକ ହେଉଛନ୍ତି କଟକ ଯୋବ୍ରା ଅଞ୍ଚଳର ମହିଳା ଜୟନ୍ତୀ ରାଉତ । ସୂଚନା ଅନୁସାରେ, ସକାଳେ ତାଙ୍କ ଘର ପଛପଟେ ଥିବା ଏକ ଫୁଲ ଗଛରୁ ସେ ଫୁଲ ତୋଳୁଥିଲେ । ଫୁଲ ତୋଳିବା ସମୟରେ ସେ ସେଠାରେ ଥିବା ଅବ୍ୟବହୃତ ପାଇଖାନା ଟାଙ୍କିର ସ୍ଲାବ ଉପରେ ଛିଡ଼ା ହୋଇଥିଲେ । ତେବେ ସ୍ଲାବଟି ହଠାତ୍ ଭାଙ୍ଗି […]