କ୍ୟୁରିଅସ୍ କବ୍ସ ପ୍ରି-ସ୍କୁଲର ନୂଆ କେନ୍ଦ୍ର ଝାରସୁଗୁଡ଼ାରେ ଉଦ୍ଘାଟିତ
କ୍ୟୁରିଅସ୍ କବ୍ସ ପ୍ରି-ସ୍କୁଲ୍ ହେଉଛି ପୂର୍ବ ଭାରତ ଓ ଦେଶର ଅନ୍ୟ ପ୍ରାନ୍ତ ମଧ୍ୟରେ ଆଦ୍ୟ ବାଲ୍ୟକାଳ ଶିକ୍ଷାର ଗୁଣାତ୍ମକ ମାନରେ ରହିଥିବା ଅଭାବକୁ ଦୂର କରିବା ଲାଗି ଏକ ଅଭିଯାନ । ଝାରସୁଗୁଡ଼ାରେ ଏହାର ନୂତନ କେନ୍ଦ୍ର ଖୋଲିଛି । ଝାରସୁଗୁଡ଼ାର ମଙ୍ଗଲବଜାରରେ କ୍ୟୁରିଅସ୍ କବ୍ସ ପ୍ରି-ସ୍କୁଲର ନୂଆ କେନ୍ଦ୍ରକୁ ବେଦାନ୍ତ ଝାରସୁଗୁଡ଼ାର ସିଇଓ ସୁନିଲ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ […]