ଓଡିଶା

ଓଡ଼ିଶା ଆଇଡିଆଜ୍ ଏକ୍ସଲେନ୍ସ ଆୱାର୍ଡ -୨୦୨୩ ଆୟୋଜିତ…

ଭୁବନେଶ୍ୱର, ୨୭/୧୧ (ଅଭିଜିତ୍ ସିଂ) : ଓଡ଼ିଶା ସିଏସଆର ଫୋରମ୍ ଓଡ଼ିଶାରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବାରେ ନିୟୋଜିତ । ସ୍ଥାନୀୟ ମେଫେୟାରଠାରେ ଏହି ସମ୍ମିଳନୀରେ ସ୍ଥାନୀୟ ଅଂଚଳର ଉଦ୍ଭାବନ, ସହଯୋଗ ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଉଦୀୟମାନ କ୍ଷେତ୍ର ସମ୍ପର୍କିତ ତିନୋଟି ପ୍ୟାନେଲ ଡିସ୍କସନ ସହିତ ଓଡ଼ିଶା ଆଇଡିଆଜ୍ ଲିଡରସିପ୍ ସମ୍ମିଳନୀ ଏବଂ ଓଡ଼ିଶା ଆଇଡିଆଜ୍ ଏକ୍ସଲେନ୍ସ ଆୱାର୍ଡ -୨୦୨୩ ର ଆୟୋଜନ କରାଯାଇଛି । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ, ନିରନ୍ତର […]