ଲୁଣା ପାଣିରେ ଖେଳୁଛି ୧ କୁଇଣ୍ଟାଲର ଘଡ଼ିଆଳ, ଲୋକେ ଆତଙ୍କିତ…
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ତାଳସାରୀ ବେଳାଭୂମିରେ ଉଦୟପୁର ବନବିଭାଗ ଦ୍ୱାରା ଏକ ୧୩ଫୁଟ ଲମ୍ବର ଘଡିଆଳ କୁମ୍ଭୀର ଉଦ୍ଧାର କରାଯାଇଛି । ଏହାର ଓଜନ ୧ କୁଇଣ୍ଟାଲ ହେବ ବୋଲି ଜଣାଯାଇଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ ଗୁରୁବାର ରାତିରେ ତାଳସାରି ଅଞ୍ଚଳର କିଛି ମତ୍ସ୍ୟଜୀବୀ ବଙ୍ଗୋପସାଗର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ସମୁଦ୍ରରେ ବେଢଜାଲ ବସାଇ କିଛି ମତ୍ସ୍ୟଜୀବୀ ସମୁଦ୍ର ମଝିରେ ଥିବା ମୁରଲୀଚଢ ନାମକ ଏକ […]