ଓଡିଶା କ୍ରୀଡା

ହିନ୍ଦୋଳରେ ତୁଳସୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପାଲଲହଡାର ବ୍ରଦର୍ସ ଇଲେଭେନ୍ ହେଲା ଚମ୍ପିୟାନ

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ତତ ଅନ୍ତର୍ଗତ ହିନ୍ଦୋଳ ସଦରମହକୁମା ସ୍ଥିତ ମିନି ଷ୍ଟାଡିୟମରେ ୮ଟି ଦଳକୁ ନେଇ ଚାଲିଥିବା ତୁଳସୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହିନ୍ଦୋଳ କପ୍ ଉଦଯାପିତ ହୋଇଯାଇଛି । ସ୍ପୋର୍ଟ୍ସ ଆସିସିଏସନ ହିନ୍ଦୋଳ ଆନୁକୂଲ୍ୟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବ୍ରଦର୍ସ ଇଲେଭେନ୍ ପାଲଲହଡା ଓ ଇମେଜ୍ ଇଲେଭେନ୍ ଭଦ୍ରଖ ପରସ୍ପରକୁ ଭେଟିଥିଲେ । ଇମେଜ୍ ଇଲେଭେନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୬ ଓଭରରେ ୯ ଓ୍ୱିକେଟ ହରାଇ […]

ଓଡିଶା

ଷଷ୍ଠ ମା’ ବିଂଝେଶ୍ୱରୀ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ନୂଆକୋଟ ଗ୍ରାମ ସ୍ଥିତ ମା ବିଂଝେଶ୍ୱରୀ ଖେଳ ପଡିଆରେ ଆୟୋଜିତ ୬ଷ୍ଠ ବିଂଝେଶ୍ୱରୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ବିଂଝେଶ୍ୱରୀ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବସଲା ଏକାଦଶକୁ ପରାସ୍ତ କରି ହିନ୍ଦୋଳ ଏମ୍ଆରସିସି ଚାମ୍ପିୟାନ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟlଟିଙ୍ଗ କରି ହିନ୍ଦୋଳ ନିର୍ଦ୍ଧାରିତ ୨୦ ଓଭର ମ୍ୟାଚରେ ସମସ୍ତ ଉଇକେଟ ହରାଇ ୧୬୩ ରନ୍ କରିଥିଲା । ଏହାର […]