ଓଡିଶା କ୍ରୀଡା

ବରୁଣେଇ କ୍ରିକେଟ ଟୁର୍ଣ୍ଣାମେଂଟ : ବିଟିସି ପାଗାକୁ ହରାଇ ଗୁଣୁପୁର ଚମ୍ପିୟାନ

ସାଲେପୁର, ୧୯/୩ : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମୂଳବସନ୍ତ ପଂଚାୟତରେ ଆୟୋଜିତ ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ ଗୁଣୁପୁର ଗାନ୍ଧୀ ପଡିଆରେ ଉଦଯାପିତ ହୋଇଯାଇଛି । କୁନ୍ଦଳ, କୁସୁପୁର, ଗୁଣୁପୁର, ତିଳିଦା, ଲେଖନପୁର, ବରଅଠା, ଲାପଟୁଆଁ ଏବଂ ବିଟିସି ପାଗା ଭଳି ଗ୍ରାମାଂଚଳର ୮ ଟି ବଛା ବଛା କ୍ରିକେଟ କ୍ଲବ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ବିଟିସି ବନାମ ବରୁଣେଇ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ […]