ବାରବାଟୀ ଟି-୨୦ ଟିକେଟ୍ ପାଇଁ ଗଣ୍ଡଗୋଳ, ଶେଷରେ ଲାଠିଚାର୍ଜ
ବାରବାଟୀ ଟି-୨୦ ପାଇଁ ଷ୍ଟାଡିୟମ୍ ଟିକେଟ୍ କାଉଣ୍ଟରରେ ଧସ୍ତାଧସ୍ତି । କମିଶନରେଟ ପୋଲିସ ପ୍ରଥମେ ବୁଝାଇବାକୁ ଚେଷ୍ଟା କରିଥିଲା । ମାତ୍ର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଲାଠି ଚାର୍ଜ କରିଥିଲା । ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଏବେ ପୁଣିଥରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । କିଏ ଆଗ ଯାଇ ଟିକେଟ୍ ନେବ ସେଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୨ ହଜାର ୯୩ଟି […]