କ୍ରୀଡା

ବିସିସିଆଇର ଅଧ୍ୟକ୍ଷ ହେଲେ ରୋଜର୍ ବିନ୍ନି

ବିସିସିଆଇକୁ ମିଳିଲେ ନୂଆ ସଭାପତି । ଆଜି ରୋଜର୍ ବିନ୍ନିଙ୍କ ସଭାପତି ପଦରେ ଲାଗିଛି ମୋହର । ବିସିସିଆଇର ନୂଆ ଅଧ୍ୟକ୍ଷ ହୋଇଛନ୍ତି ରୋଜର୍ ବିନ୍ନି । ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିସିସିଆଇ ଅଧ୍ୟକ୍ଷ ଭାବେ ରୋଜର୍ ବିନ୍ନିଙ୍କ ନାଁ ଉପରେ ବୋର୍ଡର ସମସ୍ତ ସଦସ୍ୟ ମୋହର ମାରିଛନ୍ତି । ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ବିନ୍ନି । ନୂଆ ସଭାପତି […]

ଓଡିଶା କ୍ରୀଡା

ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍

କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ । ଆସନ୍ତା ଜୁନ୍ ୧୨ରେ ଦୁଇ ଦେଶ ମଧ୍ୟରେ ଟି-୨୦ ଖେଳାଯିବ । ଏ ନେଇ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା । କରୋନା ମହାମାରୀ କାରଣରୁ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଓ୍ଵେଷ୍ଟଇଣ୍ଡି ଟି-୨୦ ମ୍ୟାଚ୍‌ ଖେଳାଯାଇ ପାରିନଥିଲା । ଏହା ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ […]