ଓଡିଶା

ପ୍ରାର୍ଥୀ ଜାଣିପାରିଲେନି ନାମାଙ୍କନ ଦାଖଲ ପ୍ରକ୍ରିୟା…

ସିପିଆଇର ନାମାଙ୍କନପତ୍ର ଦାଖଲ ବନ୍ଦ ରହିଲାନୀଳଗିରି, ୯/୫ : ନାମାଙ୍କନପତ୍ର ଦାଖଲ କରିବା ପାଇଁ ସିପିଆଇ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ସ୍ଥିର କରିଥିଲା । ଏ ନେଇ ବିଭିନ୍ନ ଅଞ୍ଚଳରୁ କର୍ମୀମାନେ ଆସିଥିଲେ । ପ୍ରାର୍ଥୀ ଅଜୟ କୁମାର ପଟ୍ଟନାୟକ, ଆଶିଷ କାନୁନଗୋ, କୈଳାଶ ପଣ୍ଡା, ନିରଞ୍ଜନ ବାରିକ ପ୍ରମୁଖ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ସାରି ମହାପ୍ରଭୁଙ୍କଠାରୁ ଆଶିଷ ଭିକ୍ଷା ମଧ୍ୟ କରିଥିଲେ । ଏହାସହ ଶୋଭାଯାତ୍ରାରେ ଯିବାପାଇଁ ସଜବାଜ ହୋଇଥିଲେ । ହେଲେ ଶେଷ ମୂହୂର୍ତ୍ତରେ […]

ଓଡିଶା

ସିପିଆଇର ହିତାଧିକାରୀ ଆଇନ…

ବେଗୁନିଆପଡା : ଆବାସଗୃହ ନିର୍ମାଣ ପାଇଁ ସରକାର ଯେତିକି ଅର୍ଥ ମଞ୍ଜୁର କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ଘର ନିର୍ମାଣ ତ ଦୂରର କଥା କଞ୍ଚାମାଲ କିଣାରେ ସରିଯାଉଛି ସରକାରୀ ଅର୍ଥ । ବାସହୀନ ଲୋକଙ୍କୁ ଆବାସ ଯୋଜନାରେ ଗୃହ ଯୋଗେଇଦାବା ଲାଗି ସରକାର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ମାତ୍ର କୋଦଳା ତହସିଲ ଅଂଚଳରେ ଆବଶ୍ୟକ କଞ୍ଚା ମାଲ ଯଥା ବାଲି, ମାଟି, ପଥର ଓ ଇଟାର ଘୋର ଅଭାବ ଦେଖିବାକୁ ମିଳୁଛି । […]

ଓଡିଶା

ଦଲାଲ୍ କାମ ନ ଛାଡିଲେ ପ୍ରଜାକୋର୍ଟରେ ମିଳିବ ଦଣ୍ଡ: ମାଓବାଦୀ

କୋରାପୁଟ: ଦୀର୍ଘ ଦିନର ନୀରବତା ପରେ ପୁଣି ଲାଗିଲା ମାଓ ପୋଷ୍ଟର । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପୁକାଲି ସେମିଲିଗୁଡା ଥାନା ଅନ୍ତର୍ଗତ ଦୁଧାରି ଅଞ୍ଚଳରୁ ଦୁଇଟି ମାଓ ପୋଷ୍ଟର ଜବତ କରିଛି ପୋଲିସ । ଖଣି ଖନନ ତଳି ଅଞ୍ଚଳରେ ମୈତ୍ରୀ କମ୍ପାନୀର ଦଲାଲ ଭାବେ କାର୍ଯ୍ୟ କରୁଥିବା ଦଲାଲମାନଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ମାଓ ପୋଷ୍ଟରରେ ଦାଶରଥି ଖିଲ, ରବି ସେଡା ପେଲି, ପୂର୍ଣ୍ଣ ଯାନୀ, ଅନିଲ ସଡାପେଲି, […]

ଓଡିଶା

ଅଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ

ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରୁଥିବା ବେଳେ ବ୍ଳକ ମାନଙ୍କରେ ସମିତି ସଭ୍ୟ ଓ ପଂଚୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ୱାର୍ଡ ମେମ୍ବର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କ କରୋନା କଟକଣା ମାନି ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ । ତିର୍ତ୍ତୋଲ […]