ଓଡିଶା

ଗଣେଶ ପୂଜାରେ ରହିବନି କଟକଣା; ଧୁମଧାମରେ ପାଳିତ ହେବ ବିଘ୍ନ ବିନାଶନଙ୍କ ପୂଜା

ଭୁବନେଶ୍ବର: ଚଳିତ ବର୍ଷ ଧୁମଧାମର ସହ ପାଳିତ ହେବ ଗଣେଶ ପୂଜା । ଆସନ୍ତା ବୁଧବାର ହେଉଛି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଅର୍ଥାତ୍ ଗଶେଶ ପୂଜା । ବିଭିନ୍ନ ପୂଜା ମଣ୍ଡପରେ ହେବ ବିଘ୍ନ ବିନାଶନଙ୍କ ପୂଜାର୍ଚ୍ଚନା । ଗତ ୨ ବର୍ଷ ହେବ କରୋନା କଟକଣା ଭିତରେ ବିନା ଭକ୍ତରେ ଗଣେଶ ପୂଜା ଆୟୋଜନ ହେଉଥିବା ବେଳେ ଏଥରର ଚିତ୍ର କିନ୍ତୁ ବଦଳିବ । ପୂର୍ବବର୍ଷ ଅପେକ୍ଷା ବର୍ତ୍ତମାନ ପରିସ୍ଥିତି ବଦଳିଥିବାରୁ ଗଣେଶ ପୂଜାରେ […]