ଓଡିଶା

ବଦଳିଗଲା ଶବର ଠିକଣା ! ଆତ୍ମୀୟ ଭାବି ଶବସତ୍କାର କଲେ ପରିବାର ଲୋକ

କଟକ : ଅଦଳବଦଳ ହୋଇଗଲା ଶବ । ଠିକ୍‌ ଠିକଣାରେ ପହଞ୍ଚିବା ବଦଳରେ ବଦଳିଗଲା ଶବର ଠିକଣା । ପରିବାର ଲୋକେ ବି ଏହି ଘଟଣାର ଟେର ପାଇଲେନି । ଶବ ଘର ଦୁଆର ଆଗରେ ପହଞ୍ଚିବା ପରେ ନିଜର ଭାବି କାନ୍ଦ ବୋବାଳି କରି ସତ୍କାର କଲେ । ହେଲେ ଏବେ ଖବର ପାଇଲେ ଯେ ସେ ଶବ ଅନ୍ୟ କାହାର ଥିଲା । ଏବେ ପରିବାର ଲୋକ ପୁଣି ନିଜ ଆତ୍ମୀୟଙ୍କ ମୃତଦେହକୁ ଅପେକ୍ଷା […]